ମାଲକାନଗିରି: ପଣ୍ୟାଗାର ନିଗମରେ ଚାଉଳ ନଷ୍ଟ ଘଟଣାର ତଦନ୍ତ ଆରମ୍ଭ

ମାଲକାନଗିରି: ମାଲକାନଗିରିରେ ଥିବା ରାଜ୍ୟ ପଣ୍ୟାଗାର ନିଗମରେ ୩ କୋଟିରୁ ଅଧିକ ଟଙ୍କାର ଚାଉଳ ନଷ୍ଟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ସଚିବ ମଧୂସୁଦନ ପାଢୀ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଛନ୍ତି। କେଉଁ ପରିସ୍ଥିତିରେ ଏତେ ପରିମାଣର ଚାଉଳ ନଷ୍ଟ ହେଲା ବିଭିନ୍ନ ପଞ୍ଚାୟତଗୁଡିକୁ କାହିଁକି ଚାଉଳ ପଠାନଯାଇ ଗୋଦାମରେ ପକାଇ ରଖାଗଲା ସେ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତି […]

malkangiri

malkangiri

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 06:14 AM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ଥିବା ରାଜ୍ୟ ପଣ୍ୟାଗାର ନିଗମରେ ୩ କୋଟିରୁ ଅଧିକ ଟଙ୍କାର ଚାଉଳ ନଷ୍ଟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ସଚିବ ମଧୂସୁଦନ ପାଢୀ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଛନ୍ତି। କେଉଁ ପରିସ୍ଥିତିରେ ଏତେ ପରିମାଣର ଚାଉଳ ନଷ୍ଟ ହେଲା ବିଭିନ୍ନ ପଞ୍ଚାୟତଗୁଡିକୁ କାହିଁକି ଚାଉଳ ପଠାନଯାଇ ଗୋଦାମରେ ପକାଇ ରଖାଗଲା ସେ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତି ବିଭାଗୀୟ ସଚିବ। ଯୋଗାଣ ସଚିବ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story