ପଲିଥିନ ମୁକ୍ତ ସମ୍ବଲପୁର ସହର ପାଇଁ ଗଣଦୌଡ଼

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଆଜି ଏକ ଗଣଦୌଡ ଆୟୋଜିତ ହୋଇଥିଲା। ସାଂସଦ ତଥା ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କି, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଉତ୍ତରାଞ୍ଚଳ ଆରଡିସି, ଆଇଜି, ଜିଲ୍ଲାପାଳ ଓ ଏସପି ଅତିଥି ଭାବେ ଯୋଗଦେଇଥିଲେ। ଗଣଦୌଡଟି ସମ୍ବଲେଶ୍ୱରୀ ମନ୍ଦିର ପାଖ ରିଙ୍ଗରୋଡରୁ ଆରମ୍ଭ ହୋଇ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୱତ କରାଯାଇଥିଲା।</p>

Ordigital Desk
  • Published: Sunday, 03 September 2017
  • Updated: 03 September 2017, 06:31 PM IST

Sports

Latest News

<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଆଜି ଏକ ଗଣଦୌଡ ଆୟୋଜିତ ହୋଇଥିଲା। ସାଂସଦ ତଥା ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କି, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଉତ୍ତରାଞ୍ଚଳ ଆରଡିସି, ଆଇଜି, ଜିଲ୍ଲାପାଳ ଓ ଏସପି ଅତିଥି ଭାବେ ଯୋଗଦେଇଥିଲେ। ଗଣଦୌଡଟି ସମ୍ବଲେଶ୍ୱରୀ ମନ୍ଦିର ପାଖ ରିଙ୍ଗରୋଡରୁ ଆରମ୍ଭ ହୋଇ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୱତ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos