ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଆଶାକର୍ମୀ

ଭୁବନେଶ୍ୱର: କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁ କିମ୍ୱା ଅକର୍ମଣ୍ୟ ହେଲେ ଏଣିକି ଆଶାକର୍ମୀଙ୍କୁ ଆର୍ଥିକ ସହାୟତା ମିଳିବ। ରାଜ୍ୟ ସରକାର ଆଶାକର୍ମୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବେ। ଏ ନେଇ ଘୋଷଣା ହେବା ପରେ ଆଜି ରାଜ୍ୟର ୩ ଶହରୁ ଅଧିକ ଆଶାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଆଶାକର୍ମୀଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

asa

Rakesh Mallick
  • Published: Thursday, 07 January 2016
  • , Updated: 07 January 2016, 04:12 PM IST

ଭୁବନେଶ୍ୱର: କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁ କିମ୍ୱା ଅକର୍ମଣ୍ୟ ହେଲେ ଏଣିକି ଆଶାକର୍ମୀଙ୍କୁ ଆର୍ଥିକ ସହାୟତା ମିଳିବ। ରାଜ୍ୟ ସରକାର ଆଶାକର୍ମୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବେ। ଏ ନେଇ ଘୋଷଣା ହେବା ପରେ ଆଜି ରାଜ୍ୟର ୩ ଶହରୁ ଅଧିକ ଆଶାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।

ଆଗାମୀ ଦିନରେ ଆଶାକର୍ମୀଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

Related story