ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କ ନାଁରେ ଅନିୟମିତତା ଅଭିଯୋଗ

ଜୟପୁର: ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କ ନାଁରେ ଗରିବ ହିତାଧୀକାରିଙ୍କୁ ବଣ୍ଟନ ହେବାକୁ ଥିବା ଲୁହାଛଡ ଓ ସିମେଣ୍ଟ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନସ କୋର୍ଟରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ ବିଧାୟକ ସଦନ ନାୟକ ଏହି ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ଚାଲିଥିବା ବେଳେ ରନ୍ଧାରୀଙ୍କ ଓକିଲ ହାଇକୋର୍ଟରୁ ଆଗୁଆ ଷ୍ଟେ-ଅର୍ଡର ଆଣି କୋର୍ଟରେ ଦାଖଲ କରିଥିଲେ। ସୂଚନାଯୋଗ୍ୟ,ରନ୍ଧାରୀ ୨୦୦୯ ମସିହାରେ ନବରଙ୍ଗପୁର ବିଧାୟକ […]

jeypore

jeypore

Rakesh Mallick
  • Published: Friday, 04 September 2015
  • Updated: 04 September 2015, 10:00 AM IST

Sports

Latest News

ଜୟପୁର: ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କ ନାଁରେ ଗରିବ ହିତାଧୀକାରିଙ୍କୁ ବଣ୍ଟନ ହେବାକୁ ଥିବା ଲୁହାଛଡ ଓ ସିମେଣ୍ଟ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନସ କୋର୍ଟରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ ବିଧାୟକ ସଦନ ନାୟକ ଏହି ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ଚାଲିଥିବା ବେଳେ ରନ୍ଧାରୀଙ୍କ ଓକିଲ ହାଇକୋର୍ଟରୁ ଆଗୁଆ ଷ୍ଟେ-ଅର୍ଡର ଆଣି କୋର୍ଟରେ ଦାଖଲ କରିଥିଲେ।

ସୂଚନାଯୋଗ୍ୟ,ରନ୍ଧାରୀ ୨୦୦୯ ମସିହାରେ ନବରଙ୍ଗପୁର ବିଧାୟକ ହେବା ପୂର୍ବରୁ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ କିରାଣୀ ଥିବାବେଳେ ଏହି ଅନିୟମିତତା କରିଥିବା ଅଭିଯୋଗ କରି ସଦନ ନାୟକ ଜୟପୁର ଭିଜିଲାନସ କୋର୍ଟରେ ମଧ୍ୟ ଏକ ମାମଲା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story