ନୀଳଗିରି: କାର୍‌ ଧକ୍କାରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ୨ ଆହତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିର ଘାଟଘର ସାହି ନିକଟରେ ଏକ ମାରୁତି କାର୍‌ ଧକ୍କା ଦେବାରୁ ସ୍ୱାଧୀନତା ସଂଗ୍ରାମୀ ବାଇଧର ମହାନ୍ତିଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

nilagari

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 03:13 PM IST

Related story