ନିମ୍ନମାନର କାମ ଯୋଗୁଁ ଗୁରୁପ୍ରିୟା ସେତୁ ପାଇଲ ଢଳିଛି: ଡମ୍ବରୁ ଶିଶା

ମାଲକାନଗିର: ମାଲକାନଗିରି ଗୁରୁପ୍ରିୟା ସେତୁର ୪ଟି ପାଇଲ ଢଳିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ନିମ୍ନମାନର କାମ ପାଇଁ ଏପରି ସ୍ଥିତି ଉପୁଜି ଥିବା ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଓ କନଷ୍ଟ୍ରକ୍‌ସନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୂତ୍ତି ବିଭାଗ ସଚିବ ନଳିନୀ ପ୍ରଧାନ ନିମ୍ନମାନର କାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଢଳି ପଡ଼ିଥିବା ପାଇଲଗୁଡିକୁ […]

gurupriya

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 04:59 PM IST

ମାଲକାନଗିର: ମାଲକାନଗିରି ଗୁରୁପ୍ରିୟା ସେତୁର ୪ଟି ପାଇଲ ଢଳିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ନିମ୍ନମାନର କାମ ପାଇଁ ଏପରି ସ୍ଥିତି ଉପୁଜି ଥିବା ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଓ କନଷ୍ଟ୍ରକ୍‌ସନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପୂତ୍ତି ବିଭାଗ ସଚିବ ନଳିନୀ ପ୍ରଧାନ ନିମ୍ନମାନର କାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଢଳି ପଡ଼ିଥିବା ପାଇଲଗୁଡିକୁ କମ୍ପାନୀ ନିଜ ଖର୍ଚ୍ଚରେ ଅଉ ଥରେ କରିବ ବୋଲି ସେ କହିଛନ୍ତି।

Related story