ନୂଆପଡା: ଶାସକ ଦଳର ଗୁଣ୍ଡାରାଜ ବିରୋଧରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ନୂଆପଡା: ଜାରିଙ୍ଗ ମେଡିକାଲ କଲେଜକୁ ସରକାରୀ ମାନ୍ୟତା ଦାବିରେ ୪୮ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ସମୟରେ ବିଜେଡି କର୍ମୀମାନେ କଂଗ୍ରେସ କର୍ମୀଙ୍କୁ ଢେଲାମାଡ କରିଥିବା ଅଭିଯୋଗ ହୋଇଥିଲା। ଏ ଘଟଣାକୁ ନେଇ ଗତକାଲି ଯୁବ କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ଯୁବକଂଗ୍ରେସ କର୍ମୀମାନେ ଖଡିଆଳ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କଳାହାଣ୍ଡି ଜିଲ୍ଲାର ବିଜେଡି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

nuapada

nuapada

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 09:04 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story