ପାରାଦୀପ: ବକେୟା ପାଉଣା ଦାବିରେ ଫର୍ନେସ୍‌ କମ୍ପାନୀ ଅଧିକାରୀଙ୍କୁ ଘେରିଲା ଠିକାଦାର ସଂଘ

ପାରାଦୀପ: ପାରାଦୀପରେ ବକେୟା ପାଉଣା ଦାବିରେ ଫର୍ନେସ୍‌ କମ୍ପାନୀ ଅଧିକାରୀଙ୍କୁ ଘେରିଲେ ଠିକାଦାର ସଂଘ । ଆଇଓସିଏଲ୍ ଅଧିନରେ  କାର୍ଯ୍ୟ କରୁଥିବା ଫର୍ନେସ୍ କମ୍ପାନୀରେ ଗତ କିଛି ବର୍ଷ ହେବ କାମ କରୁଥିବା ଶ୍ରମିକଙ୍କୁ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି।  ଏହାର ପ୍ରତିବାଦରେ ପାରାଦୀପ ଫର୍ନେସ୍ ଠିକାଦାର ଆସୋସିଏସନ୍ ପକ୍ଷରୁ ୫ ନମ୍ୱର ଗେଟ୍‌ ସମ୍ମୁଖରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ସେମାନେ ଆଇଓସିଏଲ୍‌ର […]

paradeep

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 05:16 AM IST

ପାରାଦୀପ: ପାରାଦୀପରେ ବକେୟା ପାଉଣା ଦାବିରେ ଫର୍ନେସ୍‌ କମ୍ପାନୀ ଅଧିକାରୀଙ୍କୁ ଘେରିଲେ ଠିକାଦାର ସଂଘ । ଆଇଓସିଏଲ୍ ଅଧିନରେ  କାର୍ଯ୍ୟ କରୁଥିବା ଫର୍ନେସ୍ କମ୍ପାନୀରେ ଗତ କିଛି ବର୍ଷ ହେବ କାମ କରୁଥିବା ଶ୍ରମିକଙ୍କୁ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି।  ଏହାର ପ୍ରତିବାଦରେ ପାରାଦୀପ ଫର୍ନେସ୍ ଠିକାଦାର ଆସୋସିଏସନ୍ ପକ୍ଷରୁ ୫ ନମ୍ୱର ଗେଟ୍‌ ସମ୍ମୁଖରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।

୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ସେମାନେ ଆଇଓସିଏଲ୍‌ର ସମସ୍ତ ଫାଟକ ବନ୍ଦ କରିବା ସହିତ ମୁଖ୍ୟରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

Related story