ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରଦର୍ଶନ କଲେ କେନ୍ଦ୍ରାପଡ଼ା ସାଂସଦ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଶିଶୁ ମୃତ୍ୟୁ ସମସ୍ୟା ନେଇ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା  କରିଥିଲେ। ଶିଶୁ ମୃତ୍ୟୁ ରୋକିବା ଦିଗରେ ଯତ୍ନବାନ ହେବାକୁ  ସେ ପରାମର୍ଶ ଦେଇଥିଲେ। ପଟ୍ଟାମୁଣ୍ଡାଇ ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହୋଇଥିବାରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହସପିଟାଲର ମାନ୍ୟତା ଦେବାକୁ ହେଉଥିବା ଦାବି ଉପରେ ଦୃଷ୍ଟି ଦିଆଯିବ ବୋଲି ସାଂସଦ  ଶ୍ରୀ […]

vlcsnap-2015-09-12-16h57m00s351

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 11:29 AM IST

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଶିଶୁ ମୃତ୍ୟୁ ସମସ୍ୟା ନେଇ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା  କରିଥିଲେ। ଶିଶୁ ମୃତ୍ୟୁ ରୋକିବା ଦିଗରେ ଯତ୍ନବାନ ହେବାକୁ  ସେ ପରାମର୍ଶ ଦେଇଥିଲେ। ପଟ୍ଟାମୁଣ୍ଡାଇ ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହୋଇଥିବାରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହସପିଟାଲର ମାନ୍ୟତା ଦେବାକୁ ହେଉଥିବା ଦାବି ଉପରେ ଦୃଷ୍ଟି ଦିଆଯିବ ବୋଲି ସାଂସଦ  ଶ୍ରୀ ପଣ୍ଡା କହିଥିଲେ।

Related story