ପଥରଖମ୍ୱ ପଞ୍ଚାୟତରେ କମର୍ଦା ଗାଁ ମିଶ୍ରଣକୁ ବିରୋଧ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକରେ ନୂଆକରି ଗଠିତ ହୋଇଥିବା ପଥରଖମ୍ୱ ପଞ୍ଚାୟତରେ କମର୍ଦା ଗ୍ରାମ ମିଶ୍ରଣକୁ ଗାଁ ଲୋକେ ବିରୋଧ କରି ଆଜି ସକାଳେ ମୁକ୍ତାପଶିଠାରେ ରାଜପଥ ଅବରୋଧ କରିଛନ୍ତି। କମର୍ଦା ଗାଁ ଲୋକେ ହାତରେ ଧନୁତୀର, ଟାଙ୍ଗିଆ ଓ ଠେଙ୍ଗା ଧରି ରାସ୍ତା ରୋକ କରିବାରୁ ଯିବାଆସିବାରେ ବହୁ ଅସୁବିଧା ହୋଇଥିଲା। ଏଥିରେ ସ୍ଥାନୀୟ ବିଜେପି କର୍ମୀ ମଧ୍ୟ ସାମିଲ ହୋଇଥିଲେ। ଏଥିପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

kkkk

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 03:57 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକରେ ନୂଆକରି ଗଠିତ ହୋଇଥିବା ପଥରଖମ୍ୱ ପଞ୍ଚାୟତରେ କମର୍ଦା ଗ୍ରାମ ମିଶ୍ରଣକୁ ଗାଁ ଲୋକେ ବିରୋଧ କରି ଆଜି ସକାଳେ ମୁକ୍ତାପଶିଠାରେ ରାଜପଥ ଅବରୋଧ କରିଛନ୍ତି।

କମର୍ଦା ଗାଁ ଲୋକେ ହାତରେ ଧନୁତୀର, ଟାଙ୍ଗିଆ ଓ ଠେଙ୍ଗା ଧରି ରାସ୍ତା ରୋକ କରିବାରୁ ଯିବାଆସିବାରେ ବହୁ ଅସୁବିଧା ହୋଇଥିଲା। ଏଥିରେ ସ୍ଥାନୀୟ ବିଜେପି କର୍ମୀ ମଧ୍ୟ ସାମିଲ ହୋଇଥିଲେ। ଏଥିପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related story