ପିପିଲି: ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ

ପିପିଲି: ପୁରୀ ଜିଲ୍ଲା ପିପିଲି ନିକଟ ଡେଲାଙ୍ଗ ବଜାର ଷ୍ଟେଟବ୍ୟାଙ୍କରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ବହୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବ୍ୟାଙ୍କ ନିକଟରେ ଥିବା ଏଟିଏମ୍ ଭଙ୍ଗାରୁଜା କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇ ଏଟିଏମ୍ ଓ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

FIRE

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 07:37 AM IST

Related story