ପୁରୀ: ଆତ୍ମହତ୍ୟା ନ କରିବାକୁ ବାଲୁକାକଳା ମାଧ୍ୟମରେ ଚାଷୀଙ୍କୁ ଅନୁରୋଧ

ପୁରୀ: ବାଲୁକା କଳାମାଧ୍ୟମରେ ଚାଷୀ ଆତ୍ମହତ୍ୟା ରୋକିବାର ପ୍ରୟାସ କରାଯାଇଛି। ପୁରୀ ସମୁଦ୍ର ବେଳାଭୂମିରେ ଏହି ପ୍ରୟାସ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିଜର କଳାକୃତୀ ମାଧ୍ୟମରେ ଚାଷୀଙ୍କୁ ଧର୍ଯ୍ୟ ଓ ସାହସ ରଖିବାକୁ ସୁନର୍ଦଶ ନିବେଦନ କରିଛନ୍ତି। ୫ ଟନ୍ ବାଲିରେ ଏହି କଳାକୃତୀ ନିର୍ମାଣ କରିଛନ୍ତି ସେ।

Sand art a

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 12:03 PM IST

Related story