ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା କାଠ

ପୁରୀ: ପବିତ୍ର ରଥଯାତ୍ରାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ପୁରୀରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ବନ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳରୁ ୨ଟି ଟ୍ରକ୍‌ରେ କାଠ ଆସିଥିଲା। ଏଥିରେ  ୩୧ ଖଣ୍ଡ ଅସନ, ୨୦ ଖଣ୍ଡ ଧଉରା ସମେତ ମୋଟ ୫୪ ଖଣ୍ଡକାଠ ରହିଛି। ଚଳିବର୍ଷ ତିନି ରଥ ନିର୍ମାଣ ପାଇଁ ୭୨୭ ଖଣ୍ଡ ଆସନ ଧଉରା ଫାଶି ଓ ଶିମିଳି କାଠ ଯୋଗାଇ ଦେବାକୁ […]

puri

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 02:58 PM IST

ପୁରୀ: ପବିତ୍ର ରଥଯାତ୍ରାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ପୁରୀରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ବନ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳରୁ ୨ଟି ଟ୍ରକ୍‌ରେ କାଠ ଆସିଥିଲା। ଏଥିରେ  ୩୧ ଖଣ୍ଡ ଅସନ, ୨୦ ଖଣ୍ଡ ଧଉରା ସମେତ ମୋଟ ୫୪ ଖଣ୍ଡକାଠ ରହିଛି। ଚଳିବର୍ଷ ତିନି ରଥ ନିର୍ମାଣ ପାଇଁ ୭୨୭ ଖଣ୍ଡ ଆସନ ଧଉରା ଫାଶି ଓ ଶିମିଳି କାଠ ଯୋଗାଇ ଦେବାକୁ ପୁରୀ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ବନଖଣ୍ଡକୁ ଅନୁରୋଧ କରାଯାଇଛି। ଶ୍ରୀପଞ୍ଚମୀରେ ରଥ କାଠ ଅନୁକୋଳ ହେବ।

,

Related story