ପୁଷ୍ଟିହୀନତାକୁ ରୋକିବାକୁ ସଚେତନତା ଲୋଡା: ଜିଲ୍ଲାପାଳ

ଭଦ୍ରକ:ପୁଷ୍ଟିହୀନତା ରଖିବାକୁ ସଚେତନତା ଲୋଡା। ପୁଷ୍ଟିହୀନତାକୁ ଦୂର କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅଙ୍ଗନବାଡି କର୍ମୀଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ହିଁ ଏହାକୁ ଦୂର କରେ‍ଇବାରେ ପ୍ରମୁଖ ଭୁମିକା ନେଇଛନ୍ତି। ସେମାନଙ୍କୁ ଜନସାଧାରଣଙ୍କ ସହଯୋଗ କରିବା ଦରକାର।  ମଙ୍ଗଳବାର ଏହା ମତ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର। ଜିଲାପାଳଙ୍କ ସଦ‌୍‍ଭାବନା ଗୃହରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜାତୀୟ ପୁଷ୍ଟି ସପ୍ତାହ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ […]

BHADRAK-PUSTI SAPTAHA

BHADRAK-PUSTI SAPTAHA

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 12:30 PM IST

Sports

Latest News

ଭଦ୍ରକ:ପୁଷ୍ଟିହୀନତା ରଖିବାକୁ ସଚେତନତା ଲୋଡା। ପୁଷ୍ଟିହୀନତାକୁ ଦୂର କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅଙ୍ଗନବାଡି କର୍ମୀଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ହିଁ ଏହାକୁ ଦୂର କରେ‍ଇବାରେ ପ୍ରମୁଖ ଭୁମିକା ନେଇଛନ୍ତି। ସେମାନଙ୍କୁ ଜନସାଧାରଣଙ୍କ ସହଯୋଗ କରିବା ଦରକାର।  ମଙ୍ଗଳବାର ଏହା ମତ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର। ଜିଲାପାଳଙ୍କ ସଦ‌୍‍ଭାବନା ଗୃହରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜାତୀୟ ପୁଷ୍ଟି ସପ୍ତାହ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି ଯେ, ଗ୍ରାମାଞ୍ଚଳରେ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଦେଖା ଦେଉଥିବା ଏହି ରୋଗକୁ ପ୍ରତିହତ କରିବାକୁ ନିଷ୍ଠାର ସହିତ ସେବା ମନୋବୃତି ନେଇ କାର୍ଯ୍ୟ କରିବା ଉଚିତ। ଏହି କର୍ମଶାଳାରେ ବନ୍ତ, ଚାନ୍ଦବାଲି-୧, ଚାନ୍ଦବାଲି-୨, ତିହିଡି, ବାସୁଦେବପୁର, ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ ଆଇସିଡିଏସର କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସ୍ୱେଚ୍ଛାସେବୀଙ୍କୁ ନେଇ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୂରସ୍କୃତ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରମେଶ ମହାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ଗୀତାଞ୍ଜଳି ପଟ୍ଟନାୟକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ପ୍ରୋଗ୍ରାମ ଅଫିସର ଇନ୍ଦୁରେଖା ନାୟକ, ସହକାରୀ ସମାଜ ମଙ୍ଗଳ ଅଧିକାରୀ ଶିବରାମ ଧଳ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story