ରାଜଗାଙ୍ଗପୁରର ଓଡ଼ିଶା ସିମେଣ୍ଟ ଲିମେଟେଡ୍ କାରଖାନାରେ ଦୁର୍ଘଟଣା, ୪ ଅଧିକାରୀ ଆହତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଓଡିଶା ସିମେଣ୍ଟ ଲିମେଟେଡ୍ କାରଖାନାରେ ଦୁର୍ଘଟଣା ଘଟି ୪ ଅଧିକାରୀ ଆହତ। ସେମାନଙ୍କୁ ରାଉରକେଲାସ୍ଥିତ ଇସ୍ପାତ୍ ଜେନେରାଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଗତକାଲି ସନ୍ଧ୍ୟାରେ ଓସିଏଲ୍ କାରଖାନାର ବର୍ଜ୍ୟ ସିମେଣ୍ଟ ଗୁଣ୍ଡ ବାହାରୁଥିବା ପାଇପ୍ ଫ।ଟିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏ ନେଇ ଓସିଏଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

fire

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 02:26 AM IST

Related story