ରାଜ୍ୟରେ ନିଶା ନିବାରଣ ଦାବିରେ ଧାରଣା

ଭୁବନେଶ୍ୱର: ରାଜ୍ୟରେ ନିଶା ନିବାରଣ ଦାବିରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଜି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି।  କେରଳ, ବିହାର ଓ ତାମିଲନାଡୁକୁ ମଦ ମୁକ୍ତ କରିବା ନେଇ ପଦକ୍ଷେପ ନିଆଯାଇଛି। ତେଣୁ ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ମହିଳାମାନେ ନିଶା ନିବାରଣ ଆନ୍ଦୋଳନକୁ ଅଧିକ ସକ୍ରିୟ କରିବାକୁ ମିଳିତ ଓଡ଼ିଶା ନିଶା ନିବାରଣ ଏହି ଅଭିଯାନ ଆରମ୍ଭ କରିଛି। ଆଜି ରାଜ୍ୟ ସାରା ମହାତ୍ମା […]

bbsr

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 12:13 PM IST

ଭୁବନେଶ୍ୱର: ରାଜ୍ୟରେ ନିଶା ନିବାରଣ ଦାବିରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଜି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି।  କେରଳ, ବିହାର ଓ ତାମିଲନାଡୁକୁ ମଦ ମୁକ୍ତ କରିବା ନେଇ ପଦକ୍ଷେପ ନିଆଯାଇଛି। ତେଣୁ ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ମହିଳାମାନେ ନିଶା ନିବାରଣ ଆନ୍ଦୋଳନକୁ ଅଧିକ ସକ୍ରିୟ କରିବାକୁ ମିଳିତ ଓଡ଼ିଶା ନିଶା ନିବାରଣ ଏହି ଅଭିଯାନ ଆରମ୍ଭ କରିଛି। ଆଜି ରାଜ୍ୟ ସାରା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମଦ ମୁକ୍ତି ନେଇ ଧାରଣା ଦିଆଯାଇଛି।

Related story