ରାଉରକେଲା ସୋନା ପର୍ବତରେ ହାତୀଛୁଆର ମୃତ୍ୟୁ

ରାଉରକେଲା: ରାଉରକେଲାର ସୋନା ପର୍ବତରେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ପାଣିରେ ପଡ଼ି ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେଣୁ ପାଣି ପିଇବାକୁ ଆସିଥିବା ବେଳେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେହିପରି ଆଜି କୁଆଁରମୁଣ୍ଡାର ରିଓ ଗାଁରରେ ଏକ ହାତୀ ଛୁଆ କୂଅରେ ପଡ଼ି ପ୍ରାଣ ହରାଇଛି।

elephant

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 01:58 PM IST

ରାଉରକେଲା: ରାଉରକେଲାର ସୋନା ପର୍ବତରେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ପାଣିରେ ପଡ଼ି ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେଣୁ ପାଣି ପିଇବାକୁ ଆସିଥିବା ବେଳେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସେହିପରି ଆଜି କୁଆଁରମୁଣ୍ଡାର ରିଓ ଗାଁରରେ ଏକ ହାତୀ ଛୁଆ କୂଅରେ ପଡ଼ି ପ୍ରାଣ ହରାଇଛି।

Related story