ରାୟଗଡ଼ା:  ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକର ସାହାଡ଼ା ଗାଁର ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଆହତ ମହିଳାଙ୍କୁ ବିଷମକଟକ  ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ଦୀପରୁ ନିଆଁ ଲାଗିବା ଫଳରେ ଏପରି ଅଘଟଣ ଘଟିଥିଲା। କିନ୍ତୁ  ମହିଳା ଜଣଙ୍କର ଏକ  ଶିଶୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

rayagrah

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 08:56 AM IST

Related story