ଓଲଟିଲା ବରଯାତ୍ରୀ ଗାଡ଼ି : ୯ ଆହତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ମାଣିକପୁର ନିକଟରେ ଓଲଟିଲା ବରଯାତ୍ରୀ ଗାଡ଼ି।  ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ  ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ମାଣିକପୁର ଅଞ୍ଚଳର ବୋଲି ଜଣାପଡିଛି।  ମାଣିକପୁରରୁ ବରଯାତ୍ରୀଙ୍କୁ ନେଇ କପ୍ତିପଦା ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।  ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

accident

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 02:38 PM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ମାଣିକପୁର ନିକଟରେ ଓଲଟିଲା ବରଯାତ୍ରୀ ଗାଡ଼ି।  ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ  ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି।

ସମସ୍ତ ଆହତ ମାଣିକପୁର ଅଞ୍ଚଳର ବୋଲି ଜଣାପଡିଛି।  ମାଣିକପୁରରୁ ବରଯାତ୍ରୀଙ୍କୁ ନେଇ କପ୍ତିପଦା ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।  ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

Related story