ସାଲେପୁର: ରାଜ୍ୟ ଯୋଜନାକୁ ପ୍ରଶାସନର ଅଣଦେଖା ଅଭିଯୋଗରେ ବ୍ଲକ୍ ଅଫିସ୍ ଘେରିଲା ବିଜେଡି

ସରକାରୀ ସାଲେପୁର: ରାଜ୍ୟ ଯୋଜନାକୁ କଟକ ଜିଲ୍ଲା ସାଲେପୁର ପ୍ରଶାସନର ଅଣଦେଖା କରିବା ପ୍ରତିବାଦ ବ୍ଲକ୍ ବିଜେଡି ତରଫରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା।  ବ୍ଲକ୍ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ ଦାସଙ୍କ ଅଧ୍ୟକ୍ଷତାରେ ଶତାଧିକ ବିଜେଡି କର୍ମୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଥିଲେ। ମୋ କୁଡିଆ ଠାରୁ ଆରମ୍ଭ କରି ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନ ଜାଣିଶୁଣି ଅସହଯୋଗ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦି୧୫ଦିନ ଭିତରେ ପ୍ରଶାସନ […]

salepur

salepur

Rakesh Mallick
  • Published: Friday, 04 September 2015
  • Updated: 04 September 2015, 10:50 AM IST

ସରକାରୀ ସାଲେପୁର: ରାଜ୍ୟ ଯୋଜନାକୁ କଟକ ଜିଲ୍ଲା ସାଲେପୁର ପ୍ରଶାସନର ଅଣଦେଖା କରିବା ପ୍ରତିବାଦ ବ୍ଲକ୍ ବିଜେଡି ତରଫରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା।  ବ୍ଲକ୍ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ ଦାସଙ୍କ ଅଧ୍ୟକ୍ଷତାରେ ଶତାଧିକ ବିଜେଡି କର୍ମୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଥିଲେ। ମୋ କୁଡିଆ ଠାରୁ ଆରମ୍ଭ କରି ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନ ଜାଣିଶୁଣି ଅସହଯୋଗ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦି୧୫ଦିନ ଭିତରେ ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନିଏ, ତା’ହେଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story