ସମ୍ୱଲପୁର: ବିଇଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଶିକ୍ଷକ

ସମ୍ୱଲପୁର: ସମ୍ୱଲପୁରରେ ମଧ୍ୟ ଦେଖିବାକୁ ମିଳିଛି  ବ୍ଲକ ଅନୁଦାନପ୍ରାପ୍ତ ଶିକ୍ଷକ ମାନଙ୍କ ବିରୋଧ। ମଙ୍ଗଳବାର ସମ୍ୱଲପୁର ଜିଲ୍ଲାର ବିଭିନ୍ନ ବିଇଓଙ୍କ କାର୍ଯାଳୟରେ ତାଲା ପକାଇ ଦେଇଛନ୍ତି ଆନ୍ଦୋଳନକାରୀ ଶିକ୍ଷକ। ତାଲାପକାଇ ଫ।ଟକ ଆଗରେ ବସିଛନ୍ତି। ବ୍ଲକ ଅନୁଦାନ ବଦଳରେ ପୂର୍ଣ୍ଣ ଅନୁଦାନ ଦାବୀରେ ଚାଲିଆସିଥିବା ଆନ୍ଦୋଳନ ବିଭିନ୍ନ ପର୍ଯ୍ୟାୟ ଦେଇ ଅତିକ୍ରମ କରିଥିଲେ ମଧ୍ୟ ଏ ଯାଏ ଶିକ୍ଷକ ମାନଙ୍କର ଦାବୀ ପୂରଣ ହୋଇ ପାରିନାହିଁ। ଅପର ପକ୍ଷରେ ସ୍କୁଲ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ […]

sambalpur

sambalpur

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 12:34 PM IST

Sports

Latest News

sambalpurସମ୍ୱଲପୁର: ସମ୍ୱଲପୁରରେ ମଧ୍ୟ ଦେଖିବାକୁ ମିଳିଛି  ବ୍ଲକ ଅନୁଦାନପ୍ରାପ୍ତ ଶିକ୍ଷକ ମାନଙ୍କ ବିରୋଧ। ମଙ୍ଗଳବାର ସମ୍ୱଲପୁର ଜିଲ୍ଲାର ବିଭିନ୍ନ ବିଇଓଙ୍କ କାର୍ଯାଳୟରେ ତାଲା ପକାଇ ଦେଇଛନ୍ତି ଆନ୍ଦୋଳନକାରୀ ଶିକ୍ଷକ। ତାଲାପକାଇ ଫ।ଟକ ଆଗରେ ବସିଛନ୍ତି। ବ୍ଲକ ଅନୁଦାନ ବଦଳରେ ପୂର୍ଣ୍ଣ ଅନୁଦାନ ଦାବୀରେ ଚାଲିଆସିଥିବା ଆନ୍ଦୋଳନ ବିଭିନ୍ନ ପର୍ଯ୍ୟାୟ ଦେଇ ଅତିକ୍ରମ କରିଥିଲେ ମଧ୍ୟ ଏ ଯାଏ ଶିକ୍ଷକ ମାନଙ୍କର ଦାବୀ ପୂରଣ ହୋଇ ପାରିନାହିଁ। ଅପର ପକ୍ଷରେ ସ୍କୁଲ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos