ସମ୍ୱଲପୁର: ଯୁବତୀଙ୍କ ମୃତଦେହ ଉଦ୍ଧାର

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନା ପୋଲିସ୍‌ ତାରାଭାଟି ଅଞ୍ଚଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀଙ୍କ ନାମ ସ୍ନେହଲତା ସ୍ୱାଇଁ, ଘର ନାକଟୀଦେଉଳ ଥାନା ଅଞ୍ଚଳର। ମୃତଦେହ ନିକଟରୁ କ୍ଲୋରୋକୁଇନ୍‌ ବଟିକା ଖୋଳ ମିଳିଥିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବା ତାଙ୍କୁ କେହି ମାରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ଅନ୍ୟପକ୍ଷରେ ସ୍ନେହଲତାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି […]

smb

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 06:22 PM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନା ପୋଲିସ୍‌ ତାରାଭାଟି ଅଞ୍ଚଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀଙ୍କ ନାମ ସ୍ନେହଲତା ସ୍ୱାଇଁ, ଘର ନାକଟୀଦେଉଳ ଥାନା ଅଞ୍ଚଳର।

ମୃତଦେହ ନିକଟରୁ କ୍ଲୋରୋକୁଇନ୍‌ ବଟିକା ଖୋଳ ମିଳିଥିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବା ତାଙ୍କୁ କେହି ମାରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ଅନ୍ୟପକ୍ଷରେ ସ୍ନେହଲତାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Related story