ସମ୍ବଲପୁରରୁ ନିଖୋଜ ୪ ଛାତ୍ରୀଙ୍କୁ ଠାବ କଲା ପୋଲିସ

ସମ୍ୱଲପୁର: ଲେଡି ଲୁଇସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନିଖୋଜ ୪ ଛାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଛି ପୋଲିସ୍। ଏହି ଛାତ୍ରୀମାନେ ଏବେ ପୁନେରେ ଥିବା ପୋଲିସ୍ ସନ୍ଦେହ କରୁଛି। ଶୀଘ୍ର ସେମାନଙ୍କୁ ସମ୍ୱଲପୁରକୁ ଫେରାଇ ଅଣାଯିବ ବୋଲି ସମ୍ୱଲପୁର ଅତିରିକ୍ତ ଏସପି କହିଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀମାନେ ଗତ ଶନିବାରଠାରୁ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ଅଭିଭାବକଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି […]

sbp

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 03:31 AM IST

ସମ୍ୱଲପୁର: ଲେଡି ଲୁଇସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନିଖୋଜ ୪ ଛାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଛି ପୋଲିସ୍। ଏହି ଛାତ୍ରୀମାନେ ଏବେ ପୁନେରେ ଥିବା ପୋଲିସ୍ ସନ୍ଦେହ କରୁଛି। ଶୀଘ୍ର ସେମାନଙ୍କୁ ସମ୍ୱଲପୁରକୁ ଫେରାଇ ଅଣାଯିବ ବୋଲି ସମ୍ୱଲପୁର ଅତିରିକ୍ତ ଏସପି କହିଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀମାନେ ଗତ ଶନିବାରଠାରୁ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ଅଭିଭାବକଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related story