ଲେଡି ଲୁଇସ୍ ସ୍କୁଲରୁ ନିଖୋଜ ୪ ଛାତ୍ରୀଙ୍କୁ ପୁନେରୁ ଉଦ୍ଧାର କରି ସମ୍ୱଲପୁର ଆଣିଲା ପୋଲିସ

ସମ୍ୱଲପୁର: ସମ୍ୱଲପୁର ଲେଡି ଲୁଇସ୍ ଗମେଣ୍ଟ ଗାର୍ଲସ ହାଇସ୍କୁଲର ନିଖୋଜ ୪ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପୁନେରୁ ସମ୍ୱଲପୁର ପୋଲିସ ଉଦ୍ଧାର କରିଛି। ଗତକାଲି ରାତିରେ ସେମାନେ ସମ୍ୱଲପୁରରେ ପହଞ୍ଚିଛନ୍ତି। ସେମାନଙ୍କୁ ପୁଣେରୁ ଟ୍ରେନ୍ ଯୋଗେ ଝାରସୁଗୁଡା ଅଣାଯିବା ପରେ ସେଠାରୁ ଏକ ଗାଡିରେ ସମ୍ୱଲପୁର ଅଣାଯାଇଥିଲା। ସେମାନେ ପୁଣରେ ଜଣେ ସଂମ୍ପର୍କିୟାଙ୍କ ଘରେ ରହୁଥିଲେ। ତେବେ ସେମାନେ ସ୍ୱଇଚ୍ଛାରେ ଘରୁ ଚାଲି ଆସିଥିଲେ ବୋଲି କହିଛନ୍ତି। ସେମାନେ ଘରକୁ ଫେରିବେ ନାହିଁ ବୋଲି ଜିଦ୍ ଧରିଥିଲେ […]

sma

sma

Rakesh Mallick
  • Published: Friday, 11 September 2015
  • Updated: 11 September 2015, 03:47 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଲେଡି ଲୁଇସ୍ ଗମେଣ୍ଟ ଗାର୍ଲସ ହାଇସ୍କୁଲର ନିଖୋଜ ୪ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପୁନେରୁ ସମ୍ୱଲପୁର ପୋଲିସ ଉଦ୍ଧାର କରିଛି। ଗତକାଲି ରାତିରେ ସେମାନେ ସମ୍ୱଲପୁରରେ ପହଞ୍ଚିଛନ୍ତି। ସେମାନଙ୍କୁ ପୁଣେରୁ ଟ୍ରେନ୍ ଯୋଗେ ଝାରସୁଗୁଡା ଅଣାଯିବା ପରେ ସେଠାରୁ ଏକ ଗାଡିରେ ସମ୍ୱଲପୁର ଅଣାଯାଇଥିଲା। ସେମାନେ ପୁଣରେ ଜଣେ ସଂମ୍ପର୍କିୟାଙ୍କ ଘରେ ରହୁଥିଲେ। ତେବେ ସେମାନେ ସ୍ୱଇଚ୍ଛାରେ ଘରୁ ଚାଲି ଆସିଥିଲେ ବୋଲି କହିଛନ୍ତି। ସେମାନେ ଘରକୁ ଫେରିବେ ନାହିଁ ବୋଲି ଜିଦ୍ ଧରିଥିଲେ ବୋଲି ସମ୍ୱଲପୁର ଅତିରିକ୍ତ ଏସପି କହିଛିନ୍ତି। ତେବେ ସେମାନେ ଘରୁ କାହିଁକି ଚାଲି ଯାଇଥିଲେ ଓ ଏହା ପଛରେ କାହାର ହାତ ଅଛି ଏନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। ଗତ ୫ ତାରିଖରୁ ସେମାନେ ନିଖୋଜ ଥିଲେ।

ଗତ ଶନିବାର ଦିନ ସେମାନେ ଘରୁ ସ୍କୁଲକୁ ବାହାରିଥିଲେ ମଧ୍ୟ ସ୍କୁଲ ଯାଇ ନଥିଲେ କି ଘରକୁ ଫେରି ନଥିଲେ। ଏ ସଂପର୍କରେ ପରିବାର ଲୋକେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story