ସୋନପୁର: ରାସନକାର୍ଡ ଅନିୟମିତତାର ପ୍ରତିବାଦରେ ଜିଲ୍ଲା ବିଜେପିର ଜେଲଭର ଆନ୍ଦୋଳନ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ରାସନକାର୍ଡ ଅନିୟମିତତା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜେଲଭର ଆନ୍ଦୋଳନ କରାଯାଇଛି। ଜିଲ୍ଲାରେ ରାସନକାର୍ଡ ବଣ୍ଟନରେ ବ୍ୟାପକ ତ୍ରୁଟି ଓ ଅନିୟମିତତା ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି ପକ୍ଷରୁ ଏକ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଦ ପଡ଼ିଥିବା ଗରିବ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରା ନ ଗଲେ ବିଜେପି ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଧମକ ଦିଆଯାଇଛି।

sanpur

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 06:53 AM IST

Related story