ଶାନ୍ତି, ମୈତ୍ରୀ, ଭାଇଚାରା ଓ ସ୍ୱଚ୍ଛ ଭାରତ ସ୍ଲୋଗାନ ନେଇ ପୁରୀରୁ ବାହାରିଲା ହିମାଲୟନ ସୋଲୋ କାର ରାଲି

ପୁରୀ: ଶାନ୍ତି, ମୈତ୍ରୀ, ଭାଇଚାରା ଓ ସ୍ୱଚ୍ଛ ଭାରତ ସ୍ଲୋଗାନ ନେଇ ପୁରୀ ସମୁଦ୍ରକୂଳ ଦିଗବାରେଣୀ ଛକରୁ ଏକ ୪ଜଣିଆ ଟିମ୍ ହିମାଲୟନ ସୋଲୋ କାର ରାଲିରେ ବାହାରିଛନ୍ତି। ଭାରତୀୟ ସେନାର କର୍ଣ୍ଣେଲ୍ ଡକ୍ଟର ରାଜେଶଙ୍କ ନେତୃତ୍ୱରେ ଏହି ୪ଜଣିଆ ଟିମ୍ ବରଫାବୃତ୍ତ ଲଦାଖ୍ ପର୍ଯ୍ୟନ୍ତ ଯାତ୍ରା କରିବେ। ଦୀର୍ଘ ୧୭ଦିନ ଯାତ୍ରାରେ ଏହି ଟିମ୍ ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜ।ବ ଓ ଜମ୍ମୁକାଶ୍ମୀର ଦେଇ ଲଦାଖ ଯିବ। ଏହି ଟିମର ସଦସ୍ୟ ମାନେ ପ୍ରାୟ ୭ହଜାର କିଲୋମିଟର […]

puri

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 04:22 AM IST

ପୁରୀ: ଶାନ୍ତି, ମୈତ୍ରୀ, ଭାଇଚାରା ଓ ସ୍ୱଚ୍ଛ ଭାରତ ସ୍ଲୋଗାନ ନେଇ ପୁରୀ ସମୁଦ୍ରକୂଳ ଦିଗବାରେଣୀ ଛକରୁ ଏକ ୪ଜଣିଆ ଟିମ୍ ହିମାଲୟନ ସୋଲୋ କାର ରାଲିରେ ବାହାରିଛନ୍ତି। ଭାରତୀୟ ସେନାର କର୍ଣ୍ଣେଲ୍ ଡକ୍ଟର ରାଜେଶଙ୍କ ନେତୃତ୍ୱରେ ଏହି ୪ଜଣିଆ ଟିମ୍ ବରଫାବୃତ୍ତ ଲଦାଖ୍ ପର୍ଯ୍ୟନ୍ତ ଯାତ୍ରା କରିବେ। ଦୀର୍ଘ ୧୭ଦିନ ଯାତ୍ରାରେ ଏହି ଟିମ୍ ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜ।ବ ଓ ଜମ୍ମୁକାଶ୍ମୀର ଦେଇ ଲଦାଖ ଯିବ। ଏହି ଟିମର ସଦସ୍ୟ ମାନେ ପ୍ରାୟ ୭ହଜାର କିଲୋମିଟର ଅତିକ୍ରମ କରିବେ।

Related story