କନ୍ଧମାଳ : ସର୍ପାଘାତରେ କଲେଜ ଛାତ୍ରଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଥାନା ଅନ୍ତର୍ଗତ ଘୋଡାପଥର ଗ୍ରାମର ଜଣେ କଲେଜ ଛାତ୍ର ଘରୁ ବାହାରକୁ ଯାଇଥିବା ବେଳେ ସର୍ପାଘାତରେ ମୃତ୍ୟୁ ଘଟିଛି । ସର୍ପାଘାତରେ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୃ ଘଟିଥିଲା।

kandhamala

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 06:03 AM IST

Related story