ବାଲେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ ଫକୀର ମୋହନ କଲେଜ

ବାଲେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଜ୍ଞକ୍ତି ପ୍ରକାଶ ପାଇବା ପରେ ବାଲେଶ୍ୱରର ଫକୀର ମୋହନ କଲେଜରେ ନିର୍ବାଚନୀ ବାତାବରଣ ସରଗରମ ହୋଇଛି। ଛାତ୍ରଛାତ୍ରୀ ଓ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ତତ୍ପରତା ଦେଖାଦେଲାଣି। ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ ସମର୍ଥକଙ୍କ ସହ ଭୋଟରଙ୍କ ପାଖରେ ସିଧାସଳଖ ପହଞ୍ଚିବାକୁ ଉଦ୍ୟମ କରିଦେଲେଣି।

fm college

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 07:53 AM IST

Related story