ତେଲକୋଇ ରେଞ୍ଜରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର: ତେଲକୋଇ ରେଞ୍ଜରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରେଞ୍ଜର କମଳାବଣି ଜୁଆଙ୍ଗସାହି ନିକଟ ବୋଇତାବସା ପାହାଡ ପାଦଦେଶରୁ ହାତୀର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦାନ୍ତ ନେବା ଉଦ୍ଦେଶ୍ୟରେ କେହି ହାତୀଟିକୁ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

danta hati

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 11:39 AM IST

Related story