ତିନି ଦଫା ଦାବି ନେଇ ଓକିଲଙ୍କ ରାସ୍ତାରୋକ

ଭୁନେଶ୍ୱର: ତିନି ଦଫା ଦାବି ନେଇ ଭୁବନେଶ୍ୱର ଓକିଲ ସଂଘ କଟକ-ପୁରୀ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି। ଜମିବାଡ଼ି କିସମ ପରିବର୍ତ୍ତନ ତହସିଲ କାର୍ଯ୍ୟାଳୟରୁ ହଟାଇବା ସହ ଖାଉଟି ଅଦାଲତକୁ ସପ୍ତାହରେ ୩ ଦିନ ଖୋର୍ଦ୍ଧାକୁ ସ୍ଥାନାନ୍ତରକୁ ସଂଘ ବିରୋଧ କରିଛି। ଆଗାମୀ ତିନି ଦିନ ମଧ୍ୟରେ ସରକାର ଦାବି ପ୍ରତି ଦ୍ରୁଷ୍ଟି ନ ଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଓକିଲମାନେ ଚେତାବନୀ ଦେଇଛନ୍ତି।

andolan

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 03:45 PM IST

ଭୁନେଶ୍ୱର: ତିନି ଦଫା ଦାବି ନେଇ ଭୁବନେଶ୍ୱର ଓକିଲ ସଂଘ କଟକ-ପୁରୀ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି। ଜମିବାଡ଼ି କିସମ ପରିବର୍ତ୍ତନ ତହସିଲ କାର୍ଯ୍ୟାଳୟରୁ ହଟାଇବା ସହ ଖାଉଟି ଅଦାଲତକୁ ସପ୍ତାହରେ ୩ ଦିନ ଖୋର୍ଦ୍ଧାକୁ ସ୍ଥାନାନ୍ତରକୁ ସଂଘ ବିରୋଧ କରିଛି।

ଆଗାମୀ ତିନି ଦିନ ମଧ୍ୟରେ ସରକାର ଦାବି ପ୍ରତି ଦ୍ରୁଷ୍ଟି ନ ଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଓକିଲମାନେ ଚେତାବନୀ ଦେଇଛନ୍ତି।

Related story