ନୀଳଗିରି: କୁଲଡ଼ିହା ଅଭୟାରଣ୍ୟରୁ ଫେରିଲା ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ

ନୀଳଗିରି: ପଞ୍ଚଲିଙ୍ଗେଶ୍ୱର ଓ କୁଲଡ଼ିହା ଅଭୟାରଣ୍ୟ ପରିଦର୍ଶନ କରିବାକୁ ଆସିଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁବ୍ରତ ଚୌଧୁରୀ ଏବଂ ତାଙ୍କ ଘର ଚବିଶ ପ୍ରଗଣାର ମାଇକେଲ ନଗରରେ ବୋଲି ଜଣାପଡିଛି। କୁଲଡ଼ିହା ଅଭୟାରଣ୍ୟରୁ ଫେରିବା ସମୟରେ ସୁବ୍ରତ ଚୌଧୁରିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ବରହମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

n

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 05:12 AM IST

Related story