କିନ୍ନରଙ୍କୁ ଆର୍‌ପିଏଫ୍‌ ଯବାନଙ୍କ ମାଡ଼ ଅଭିଯୋଗ

କଟକ: କଟକରେ କିନ୍ନରଙ୍କୁ ମାଡ଼ ଅଭିଯୋଗ। ଜଣେ ଆର୍‌ପିଏଫ୍‌ ଯବାନ କିନ୍ନରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆରପିଏଫ୍ ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି। ମାଡ଼ ମାରିବା ପ୍ରତିବାଦରେ ବହୁ  କିନ୍ନର ଯାଇ ଆରପିଏଫ୍ ଥାନା ଭିତରେ ପଶି ହୋହାଲ୍ଲା କରିଛନ୍ତି।

cuttack

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 02:45 PM IST

Related story