ମାଲବାହୀ ଟ୍ରେନର ୨ଟି ବଗିରେ ଲାଗିଲା ନିଆଁ

ରାଉରକେଲା: ରାଉରକେଲା ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନର ୨ଟି ବଗିରେ ନିଆଁ ଲାଗି ଯାଇଛି।  ଫଳରେ ଷ୍ଟେସନରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।  ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ଏପର୍ଯ୍ୟନ୍ତ ନିଆଁ ଲିଭି ନଥିବା ବେଳେ ଟ୍ରେନ୍‌ରୁ ଇଞ୍ଜିନକୁ ଅଲଗା କରାଯାଇଛି।  ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

train

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 09:42 AM IST

ରାଉରକେଲା: ରାଉରକେଲା ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନର ୨ଟି ବଗିରେ ନିଆଁ ଲାଗି ଯାଇଛି।  ଫଳରେ ଷ୍ଟେସନରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।  ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

ଏପର୍ଯ୍ୟନ୍ତ ନିଆଁ ଲିଭି ନଥିବା ବେଳେ ଟ୍ରେନ୍‌ରୁ ଇଞ୍ଜିନକୁ ଅଲଗା କରାଯାଇଛି।  ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Related story