ଉମରକୋଟରେ ମାଓ ପୋଷ୍ଟର, ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଚନ୍ଦାହାଣ୍ଡି ସିଙ୍ଗିଡି ଘାଟି ନିକଟରେ ସୋମବାର ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଥିଲା। ପୋଲିସ୍ ବ୍ୟାନର ଓ ପୋଷ୍ଟରକୁ ଜବତ କରିବା ସହ ଏହି ରାସ୍ତାକୁ ସିଲ୍ କରି ଦେଇଛି। ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ ଲାଗି ବ୍ୟାନର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଏଥିସହ ମାଓବାଦୀମାନ ଜାନୁଆରୀ ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି।

mao

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 10:48 AM IST

Related story