ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ  ବିରୋଧରେ ଜମି ହଡପ ଅଭିଯୋଗ ଆଣିଲେ ଝାରସୁଗୁଡା ବିଧାୟକ

ଝାରସୁଗୁଡା: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସମେତ ତାଙ୍କ ପରିବାର ନାଁରେ ସରକାରୀ ଜମି ହଡପ ଅଭିଯୋଗ ଆଣିଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ୍। ଏହି ଜମି ହଡପ୍ ସମ୍ପର୍କରେ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ନବ କହିଛନ୍ତି। ତେଣୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ କିଶୋର ମହାନ୍ତିଙ୍କ ବହିଷ୍କାର ଦାବି କରିଛନ୍ତି ନବ। ସେପଟେ କିଶୋର ମହାନ୍ତି ଏ ନେଇ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଏହାର […]

jharsuguda

jharsuguda

Rakesh Mallick
  • Published: Monday, 07 September 2015
  • Updated: 07 September 2015, 03:16 PM IST

Sports

Latest News

ଝାରସୁଗୁଡା: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସମେତ ତାଙ୍କ ପରିବାର ନାଁରେ ସରକାରୀ ଜମି ହଡପ ଅଭିଯୋଗ ଆଣିଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ୍। ଏହି ଜମି ହଡପ୍ ସମ୍ପର୍କରେ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ନବ କହିଛନ୍ତି। ତେଣୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ କିଶୋର ମହାନ୍ତିଙ୍କ ବହିଷ୍କାର ଦାବି କରିଛନ୍ତି ନବ।jharsuguda

ସେପଟେ କିଶୋର ମହାନ୍ତି ଏ ନେଇ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଏହାର କୌଣସି ସତ୍ୟତା ନାହିଁ। ସେ ସମସ୍ତ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story