ଭାଇରାଲ୍‌ ହେଉଛି ‘ବ୍ରହ୍ମାସ୍ତ୍ର’ର ଭିଡିଓ

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଜୋର୍‌ ଦାର୍‌ ଚର୍ଚ୍ଚା ଚାଲିଛି। ବି-ଟାଉନ୍‌ରେ ଚକଲେଟ୍‌ ବୟ ରଣବୀର କପୁର ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ଆଉ କାହାକୁ ଲୁଚା ନାହିଁ। ତେବେ ଏହି ରିୟଲ ଲାଇଫ୍‌ ଯୋଡ଼ିଙ୍କର ଅନ୍‌ସ୍କ୍ରିନ୍ସ ରୋମାନ୍ସ ଦେଖିବାକୁ ଦର୍ଶକ ବେସ୍ ଉତ୍ସାହିତ ଅଛନ୍ତି। ଏଥିମଧ୍ୟରେ ସୋଶାଲ୍‌ ମିଡିଆରେ ତାଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂର ଏକ ଭିଡିଓ ଭାଇରାଲ୍ ହେଉଛି। https://www.instagram.com/p/B9OQovShcXc/?utm_source=ig_web_copy_link ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସେଟ୍‌ରୁ […]

brahmastra

brahmastra

Chinmayee Roy
  • Published: Tuesday, 03 March 2020
  • Updated: 03 March 2020, 03:24 PM IST

Sports

Latest News

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଜୋର୍‌ ଦାର୍‌ ଚର୍ଚ୍ଚା ଚାଲିଛି। ବି-ଟାଉନ୍‌ରେ ଚକଲେଟ୍‌ ବୟ ରଣବୀର କପୁର ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ଆଉ କାହାକୁ ଲୁଚା ନାହିଁ। ତେବେ ଏହି ରିୟଲ ଲାଇଫ୍‌ ଯୋଡ଼ିଙ୍କର ଅନ୍‌ସ୍କ୍ରିନ୍ସ ରୋମାନ୍ସ ଦେଖିବାକୁ ଦର୍ଶକ ବେସ୍ ଉତ୍ସାହିତ ଅଛନ୍ତି। ଏଥିମଧ୍ୟରେ ସୋଶାଲ୍‌ ମିଡିଆରେ ତାଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂର ଏକ ଭିଡିଓ ଭାଇରାଲ୍ ହେଉଛି।

https://www.instagram.com/p/B9OQovShcXc/?utm_source=ig_web_copy_link

‘ବ୍ରହ୍ମାସ୍ତ୍ର’ର ଶୁଟିଂ ସେଟ୍‌ରୁ ଏକ ଡ୍ୟାନ୍ସ ସିକ୍ୱେନ୍ସର ଶୁଟି ଚାଲିଥିବାବେଳର ଭିଡିଓ ଏବେ ଭାଇରାଲ୍ ହେଉଛି। ଏଥିରେ ଆଲିଆ ଓ ରଣବୀରଙ୍କର ଜବରଦସ୍ତ ଡ୍ୟାନ୍ସ ମୁଭ୍ସ୍ ଦେଖିବାକୁ ମିଳିଛି। ଭିଡିଓଟିକୁ ଫ୍ୟାନ୍‌ମାନେ ବେଶ୍ ପସନ୍ଦ କରୁଛନ୍ତି। ତେବେ ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରେ ‘ଇଣ୍ଡିଆ ଫର୍ମସ ବଲିଉଡ୍ ‘ ନାମକ ଏକ ପେଜ୍‌ ପୋଷ୍ଟ କରିଛି। ଏହି ଭିଡିଓରେ ରଣବୀର ଆଲିଆଙ୍କର ଡ୍ୟାନ୍ସ ସହ କେମେଷ୍ଟ୍ରି ବି ସ୍ପଷ୍ଟ ଜଣାପଡ଼ୁଛି।

https://www.instagram.com/p/B6D3e3MBVYO/?utm_source=ig_web_copy_link

ଏହି ଫିଲ୍ମଟି କରଣ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ। ସୂଚନା ଅନୁଯାୟୀ କରଣଙ୍କ ପ୍ରଯୋଜନାରେ ତିଆରି ହେଉଥିବା ଏହି ଫିଲ୍ମର ବଜେଟ୍ ରହିଛି ୧୫୦ କୋଟି ଟଙ୍କା। ଏବେ ଏହାର ଶୁଟିଂ ଚାଲିଛି ତେବେ ଫିଲ୍ମରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନି ରୟ ଓ ସାଉଥ୍‌ ସୁପରଷ୍ଟା ନାଗାର୍ଜୁନ୍ ମଧ୍ୟ ନଜର ଆସିବେ। ଫିଲ୍ମଟିକୁ ଅୟାନ ମୁଖାର୍ଜି ନିର୍ଦ୍ଦେଶନା ଦେଇଛନ୍ତି। ଏହା ଚଳିତ ବର୍ଷ ଡିସେମ୍ବର ୪ରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story