‘ଧର୍ମ ବଦଳାଇବା ପାଇଁ ବାଧ୍ୟ କରୁଥିଲେ ହ୍ୟୁମାନ’

ଗଣମାଧ୍ୟମ ଆଗରେ ସାଂଘାତିକ ତଥ୍ୟ ରଖିଲେ ଶ୍ରେୟାଙ୍କ ଓକିଲ। ଶ୍ରେୟା ବ୍ରାହ୍ମଣ ଝିଅ, ହ୍ୟୁମାନ ଖ୍ରୀଷ୍ଟିଆନ। ଶ୍ରେୟାଙ୍କୁ ଧର୍ମାନ୍ତରୀକରଣ କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି କହିଲେ ଶ୍ରେୟାଙ୍କ ଓକିଲ।

Debendra Prusty
  • Published: Friday, 20 January 2023
  • Updated: 20 January 2023, 11:57 AM IST

Sports

Latest News

ଗଣମାଧ୍ୟମ ଆଗରେ ସାଂଘାତିକ ତଥ୍ୟ ରଖିଲେ ଶ୍ରେୟାଙ୍କ ଓକିଲ। ଶ୍ରେୟା ବ୍ରାହ୍ମଣ ଝିଅ, ହ୍ୟୁମାନ ଖ୍ରୀଷ୍ଟିଆନ। ଶ୍ରେୟାଙ୍କୁ ଧର୍ମାନ୍ତରୀକରଣ କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି କହିଲେ ଶ୍ରେୟାଙ୍କ ଓକିଲ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos