ପ୍ରଭାସଙ୍କ ଫିଲ୍ମ ବିରୋଧରେ ଚୋରି ଅଭିଯୋଗ

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ୍ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ଭାରତରେ ରିଲିଜ୍‌ ହେଉ ହେଉ ଫିଲ୍ମ ହଲ୍‌ଗୁଡ଼ିକରେ ଧମାଲ କରି ସାରିଲାଣି। ଆକ୍ସନ୍‌ରେ ଭରପୂର ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳୁଛି। ହେଲେ ବଲିଉଡ୍‌ ଅଭିନେତ୍ରୀ ଲିସା ରାୟ ‘ସାହୋ’ ଉପରେ ଚୋରି ଅଭିଯୋଗ ଆଣିଛନ୍ତି। ଲିସା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ଗୋଟିଏ ଫଟୋରେ ଅରିଜିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ ଓ ଅନ୍ୟଟିରେ ‘ସାହୋ’ […]

saho

saho

Chinmayee Roy
  • Published: Saturday, 31 August 2019
  • Updated: 31 August 2019, 03:19 PM IST

Sports

Latest News

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ୍ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ଭାରତରେ ରିଲିଜ୍‌ ହେଉ ହେଉ ଫିଲ୍ମ ହଲ୍‌ଗୁଡ଼ିକରେ ଧମାଲ କରି ସାରିଲାଣି। ଆକ୍ସନ୍‌ରେ ଭରପୂର ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳୁଛି। ହେଲେ ବଲିଉଡ୍‌ ଅଭିନେତ୍ରୀ ଲିସା ରାୟ ‘ସାହୋ’ ଉପରେ ଚୋରି ଅଭିଯୋଗ ଆଣିଛନ୍ତି।

ଲିସା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ଗୋଟିଏ ଫଟୋରେ ଅରିଜିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ ଓ ଅନ୍ୟଟିରେ ‘ସାହୋ’ ଫିଲ୍ମର ଏକ ସିନ୍‌ ରହିଛି। ଆଉ ସେହି ସିନ୍‌ରେ ପ୍ରଭାସ ଓ ଶ୍ରଦ୍ଧା ବି ଅଛନ୍ତି।

https://www.instagram.com/p/B1yZjronKbc/?utm_source=ig_web_copy_link

ଲିସା ଫିଲ୍ମ ‘ସାହୋ’ ବିରୁଦ୍ଧରେ ଚୋରି ଅଭିଯୋଗ ଆଣି ଉକ୍ତ ଫଟୋ ସହିତ ଏକ ବଡ଼ ଲେଖା ମଧ୍ୟ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ସାହୋ’ର ନିର୍ମାତା, ଶିଲୋ ଶିବ ସୁଲେମାନଙ୍କ ଏକ ଆର୍ଟୱର୍କ ନକଲ କରି ଏହାକୁ ନିଜ ଗୀତରେ ବ୍ୟବହାର କରିଛନ୍ତି। ଏହି ବିଗ୍‌ ବଜେଟ୍‌ ଫିଲ୍ମର ଅନେକ ସିନ୍‌ରେ ଅନ୍ୟର ଆର୍ଟୱାର୍କକୁ ଦେଖାଯାଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ପ୍ରକାରର ଚୋରି। ଫିଲ୍ମ ନିର୍ମାତା ସେହି ଆର୍ଟିଷ୍ଟଙ୍କ ସହ କଥା ହେବାକୁ କିମ୍ବା ତାଙ୍କ ଅନୁମତି ନେବାକୁ ମଧ୍ୟ ଚେଷ୍ଟା କରିନାହାନ୍ତି।

ସୂଚନାଯୋଗ୍ୟ, ଲିସା ଯେଉଁ ସିନ୍‌ କଥା କହିଛନ୍ତି, ତାହା ଫିଲ୍ମର ‘ବେବି ୱାଣ୍ଟ ଟୁ ଟେଲ୍‌ ମି’ ଗୀତରେ ଏକ ବ୍ୟାକ୍‌ଗ୍ରାଉଣ୍ଡ ଭାବେ ବ୍ୟବହାର କରାଯାଇଛି। ତାଙ୍କର ଏଭଳି ସଙ୍ଗିନ୍ ଅଭିଯୋଗ ଉପରେ ‘ସାହୋ’ ଟିମ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

‘ସାହୋ’  ଗତକାଲି ପରଦାକୁ ଆସିଛି। ଏହାକୁ ଭାରତରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ୧୦ ହଜାର ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଛି।

https://youtu.be/WHkfhbH_980

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story