ରିଲ୍‌ ଲାଇଫ୍‌ରେ ବୋଲ୍ଡ, ହେଲେ ଗୋଟିଏ କିସ୍‌ ସିନ୍‌ ପାଇଁ ନେଇଥିଲେ ୫୫ଟି ଟେକ୍‌

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ବୋଲ୍ଡ ଅଭିନେତ୍ରୀଙ୍କ ତାଲିକା କରାଗଲେ ସବୁଠାରୁ ଆଗରେ ରହିବେ ରାକ୍ଷୀ ସାୱନ୍ତ। ସବୁବେଳେ ନିଜ ବୋଲ୍ଡ ଚରିତ୍ର ଓ ଆଇଟମ୍‌ ନମ୍ବର ପାଇଁ ଚର୍ଚ୍ଚାରେ ରହିଥାନ୍ତି ରାକ୍ଷୀ। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ବୋଲ୍ଡ ଅଭିନେତ୍ରୀଙ୍କୁ ଗୋଟିଏ କିସ୍‌ ସିନ୍‌ ଦେବାକୁ ନାକେଦମ୍‌ ହେବାକୁ ପଡ଼ିଛି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ରାକ୍ଷୀଙ୍କୁ ଏହି କିସ୍‌ ସିନ୍‌ ଦେବାକୁ ୫୫ଟି ଟେକ୍‌ ନେବାକୁ ପଡ଼ିଛି। ରାକ୍ଷୀଙ୍କ ବିଷୟରେ ଜାଣିବାକୁ ସବୁବେଳେ […]

rakhi-sawant-hot-002-30

rakhi-sawant-hot-002-30

Rakesh Mallick
  • Published: Monday, 29 January 2018
  • Updated: 29 January 2018, 05:31 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ବୋଲ୍ଡ ଅଭିନେତ୍ରୀଙ୍କ ତାଲିକା କରାଗଲେ ସବୁଠାରୁ ଆଗରେ ରହିବେ ରାକ୍ଷୀ ସାୱନ୍ତ। ସବୁବେଳେ ନିଜ ବୋଲ୍ଡ ଚରିତ୍ର ଓ ଆଇଟମ୍‌ ନମ୍ବର ପାଇଁ ଚର୍ଚ୍ଚାରେ ରହିଥାନ୍ତି ରାକ୍ଷୀ। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ବୋଲ୍ଡ ଅଭିନେତ୍ରୀଙ୍କୁ ଗୋଟିଏ କିସ୍‌ ସିନ୍‌ ଦେବାକୁ ନାକେଦମ୍‌ ହେବାକୁ ପଡ଼ିଛି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ରାକ୍ଷୀଙ୍କୁ ଏହି କିସ୍‌ ସିନ୍‌ ଦେବାକୁ ୫୫ଟି ଟେକ୍‌ ନେବାକୁ ପଡ଼ିଛି। ରାକ୍ଷୀଙ୍କ ବିଷୟରେ ଜାଣିବାକୁ ସବୁବେଳେ ଆଗ୍ରହ ଦେଖାଉଥିବା ପ୍ରଶଂସକଙ୍କ ପାଇଁ ରହିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଶଂସକମାନେ ରାକ୍ଷୀଙ୍କୁ ବୋଲ୍ଡ ଅବତାରରେ ଦେଖି ଆସିଛନ୍ତି। ହେଲେ ତାଙ୍କର ଅପ୍‌କମିଂ ଫିଲ୍ମରେ ରାକ୍ଷୀଙ୍କୁ ପ୍ରଥମ ଥର ପାଇଁ ଲିପ୍‌ଲପ୍‌ ଅବତାରରେ ଦେଖିବାକୁ ମିଳିବ। ଏନେଇ ରାକ୍ଷୀ ନିଜର ଅନୁଭୂତି କହିବା ସହ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଭିଡିଓରେ ରାକ୍ଷୀ କହିଛନ୍ତି, ଏହା ତାଙ୍କର ପ୍ରଥମ କିସ୍‌ ସିନ୍‌। ଏହି ସିନ୍‌ କରିବା ସମୟରେ ତାଙ୍କୁ ବହୁତ ଅଡୁଆ ଲାଗିଥିଲା। ହେଲେ ଫିଲ୍ମର ଡିମାଣ୍ଡ ଅନୁସାରେ କିସ୍‌ ସିନ୍‌ର ଆବଶ୍ୟକତା ଥିବାର ତାଙ୍କୁ ଆଧା ବୋତଲ ମଦ ପିଆଇ ଏହି ସିନ୍‌ ସୁଟ୍‌ କରିବାକୁ ପଡ଼ିଥିଲା। ମଦ ପିଇବା ପରେ ମଧ୍ୟ ସିନ୍‌ ଠିକ୍‌ରେ ସୁଟ୍‌ ହୋଇପାରି ନଥିଲା। ଏହି ସିନ୍‌ ପାଇଁ ତାଙ୍କୁ ୫୫ଟି ଟେକ୍‌ ବି ନେବାକୁ ପଡିଥିଲା।

ଏବେ ଭାବୁଥିବେ ରାକ୍ଷୀଙ୍କ ପରି ବୋଲ୍ଡ ଅଭିନେତ୍ରୀ କାହିଁକି ଏତେ ଅଡୁଆରେ ପଡିଲେ ଗୋଟିଏ କିସ୍‌ ପାଇଁ। ଏପରି ହେବା ପଛର କାରଣ ମିକା ସିଂହ ବୋଲି ରାକ୍ଷୀ କହିଛନ୍ତି।

ସେ କହିଛନ୍ତି, “୨୦୦୭ରେ ଏକ ପାର୍ଟିରେ ମିକା ମୋତେ ଜବରଦସ୍ତ କିସ୍‌ କରିଥିଲେ। ଏହା ମୋତେ ବହୁତ ଖରାପ ଲାଗିଥିଲା। ସୁଟିଂ ବେଳେ ମୋର ସେହି ପୁରୁଣା କଥା ମନେ ପଡ଼ିଯାଇଥିଲା। ଯେଉଁ କାରଣରୁ ମୁଁ ଠିକ୍‌ରେ ସୁଟ୍‌ କରିପାରି ନଥିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story