୬ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିବେ ଅଜୟ ଓ ଇମ୍ରାନ

ମୁମ୍ବାଇ: ମିଲନ୍ ଲଥରିଆଙ୍କ ଫିଲ୍ମ ‘ବାଦଶାହୋ’ରେ ଦିଲଜିତ୍ ଦୋସାଞ୍ଜଙ୍କୁ ଇମ୍ରାନ୍ ରିପ୍ଲେସ୍ କରିଛନ୍ତି। ସେ ଏବେ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ନଜରକୁ ଆସିବେ। ଏହି ଫିଲ୍ମରେ ଅଜୟ ଦେବଗନ୍ ଏବଂ ବିଦ୍ୟୁତ୍ ଜାମୱାଲ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଇମ୍ରାନ ଏହି ଫିଲ୍ମକୁ ଆସିବା ପରେ ମିଲନ୍, ଅଜୟ ଏବଂ ଇମ୍ରାନ ୬ ବର୍ଷ ପରେ ପୁଣି ବଡ ପରଦାରେ ଏକାଠି ହୋଇଛନ୍ତି। ଏହା ପୂର୍ବରୁ ଏହି ୩ ଜଣ ‘ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ଏକାଠି କାମ କରିଥିଲେ ।

‘ବାଦଶାହୋ’ ଜରୁରୀକଳୀନ ପରିସ୍ଥିତି ସମୟର ବିଭିନ୍ନ ଘଟଣା ଉପରେ ଆଧାରିତ । ଏହି ଫିଲ୍ମର କାହାଣୀ ଚୋରି ହୋଇଥିବା ସୁନାକୁ କେନ୍ଦ୍ରକରି ଗତିଶୀଳ ହୋଇଛି । ଫିଲ୍ମରେ ଅଜୟ ଚୋର ଭୂମିକାରେ ନଜର ଆସିବେ। ବିଦ୍ୟୁତ ଜାମୱାଲ ଅଣ୍ଡରକଭର ପୋଲିସ ଏବଂ ଇମ୍ରାନ ହାସମି ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ, ଯାହାଙ୍କ ଉପରେ ଦେଶର ଧନରତ୍ନ ସୁରକ୍ଷାର ଦାୟିତ୍ୱ ରହିଛି।

ଆହୁରି ପଢ଼ନ୍ତୁ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ