୬ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିବେ ଅଜୟ ଓ ଇମ୍ରାନ

ମୁମ୍ବାଇ: ମିଲନ୍ ଲଥରିଆଙ୍କ ଫିଲ୍ମ ‘ବାଦଶାହୋ’ରେ ଦିଲଜିତ୍ ଦୋସାଞ୍ଜଙ୍କୁ ଇମ୍ରାନ୍ ରିପ୍ଲେସ୍ କରିଛନ୍ତି। ସେ ଏବେ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ନଜରକୁ ଆସିବେ। ଏହି ଫିଲ୍ମରେ ଅଜୟ ଦେବଗନ୍ ଏବଂ ବିଦ୍ୟୁତ୍ ଜାମୱାଲ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଇମ୍ରାନ ଏହି ଫିଲ୍ମକୁ ଆସିବା ପରେ ମିଲନ୍, ଅଜୟ ଏବଂ ଇମ୍ରାନ ୬ ବର୍ଷ ପରେ ପୁଣି ବଡ ପରଦାରେ ଏକାଠି ହୋଇଛନ୍ତି। ଏହା ପୂର୍ବରୁ ଏହି ୩ ଜଣ ‘ୱାନ୍ସ ଅପନ ଏ […]

ajay-imran

ajay-imran

Rakesh Mallick
  • Published: Monday, 20 June 2016
  • Updated: 20 June 2016, 10:46 PM IST

ମୁମ୍ବାଇ: ମିଲନ୍ ଲଥରିଆଙ୍କ ଫିଲ୍ମ ‘ବାଦଶାହୋ’ରେ ଦିଲଜିତ୍ ଦୋସାଞ୍ଜଙ୍କୁ ଇମ୍ରାନ୍ ରିପ୍ଲେସ୍ କରିଛନ୍ତି। ସେ ଏବେ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ନଜରକୁ ଆସିବେ। ଏହି ଫିଲ୍ମରେ ଅଜୟ ଦେବଗନ୍ ଏବଂ ବିଦ୍ୟୁତ୍ ଜାମୱାଲ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଇମ୍ରାନ ଏହି ଫିଲ୍ମକୁ ଆସିବା ପରେ ମିଲନ୍, ଅଜୟ ଏବଂ ଇମ୍ରାନ ୬ ବର୍ଷ ପରେ ପୁଣି ବଡ ପରଦାରେ ଏକାଠି ହୋଇଛନ୍ତି। ଏହା ପୂର୍ବରୁ ଏହି ୩ ଜଣ ‘ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ଏକାଠି କାମ କରିଥିଲେ ।

‘ବାଦଶାହୋ’ ଜରୁରୀକଳୀନ ପରିସ୍ଥିତି ସମୟର ବିଭିନ୍ନ ଘଟଣା ଉପରେ ଆଧାରିତ । ଏହି ଫିଲ୍ମର କାହାଣୀ ଚୋରି ହୋଇଥିବା ସୁନାକୁ କେନ୍ଦ୍ରକରି ଗତିଶୀଳ ହୋଇଛି । ଫିଲ୍ମରେ ଅଜୟ ଚୋର ଭୂମିକାରେ ନଜର ଆସିବେ। ବିଦ୍ୟୁତ ଜାମୱାଲ ଅଣ୍ଡରକଭର ପୋଲିସ ଏବଂ ଇମ୍ରାନ ହାସମି ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ, ଯାହାଙ୍କ ଉପରେ ଦେଶର ଧନରତ୍ନ ସୁରକ୍ଷାର ଦାୟିତ୍ୱ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story