‘ଏ ଦିଲ୍ ହେ ମୁସ୍କିଲ୍‌’ ରିଲିଜ୍ ବାଧା ହଟିଲା  

ମୁମ୍ବାଇ: ‘ଏ ଦିଲ୍ ହେ ମୁସ୍କିଲ୍‌’ ନିର୍ଦ୍ଧାରିତ ସମୟରେ ରିଲିଜ୍ ହେବ। ଏନେଇ ଯେଉଁ ସମସ୍ୟା ରହିଥିଲା ତାହା ଆଜି ଦୂର ହୋଇଯାଇଛି। ନିର୍ଦ୍ଦେଶକ କରନ ଜୋହର ଆଜି ସକାଳେ ମୁକେଶ ଭଟ୍ଟଙ୍କ ସହ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସାକ୍ଷାତ କରିବା ପରେ ଏ ନେଇ ରହିଥିବା ସମସ୍ୟା ଦୂର ହୋଇଯାଇଛି। ଲୋକଙ୍କ ଭାବନାକୁ ଦେଖି ଫିଲ୍ମ ନିର୍ମାତାମାନେ ଆଉ ପାକିସ୍ତାନୀ କଳାକାରମାନଙ୍କୁ ନେଇ କାମ କରିବେ ନାହିଁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। […]

aish

aish

Rakesh Mallick
  • Published: Saturday, 22 October 2016
  • Updated: 22 October 2016, 01:07 PM IST

Sports

Latest News

aishମୁମ୍ବାଇ: ‘ଏ ଦିଲ୍ ହେ ମୁସ୍କିଲ୍‌’ ନିର୍ଦ୍ଧାରିତ ସମୟରେ ରିଲିଜ୍ ହେବ। ଏନେଇ ଯେଉଁ ସମସ୍ୟା ରହିଥିଲା ତାହା ଆଜି ଦୂର ହୋଇଯାଇଛି। ନିର୍ଦ୍ଦେଶକ କରନ ଜୋହର ଆଜି ସକାଳେ ମୁକେଶ ଭଟ୍ଟଙ୍କ ସହ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସାକ୍ଷାତ କରିବା ପରେ ଏ ନେଇ ରହିଥିବା ସମସ୍ୟା ଦୂର ହୋଇଯାଇଛି। ଲୋକଙ୍କ ଭାବନାକୁ ଦେଖି ଫିଲ୍ମ ନିର୍ମାତାମାନେ ଆଉ ପାକିସ୍ତାନୀ କଳାକାରମାନଙ୍କୁ ନେଇ କାମ କରିବେ ନାହିଁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଓ ପ୍ରଯୋଜକ ସିଦ୍ଧାର୍ଥ ରୟ କପୁର ମଧ୍ୟ ଉପସ୍ଥିତ ଥିଲେ।

ରାଜ ଠାକ୍‌ରେଙ୍କ ଦଳ ‘ଏ ଦିଲ୍ ହେ ମୁସ୍କିଲ୍‌’କୁ ବିରୋଧ କରି ଆସୁଥିଲା। କାରଣ ଏଥିରେ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଅଛନ୍ତି।

ବୈଠକ ପରେ ମୁକେଶ ଭଟ୍ଟ କହିଥିଲେ,“ଆଲୋଚନା ସକାରାତ୍ମକ ରହିଥିଲା। ‘ଏ ଦିଲ୍ ହେ ମୁସ୍କିଲ୍‌’ ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ।”

‘ଏ ଦିଲ୍ ହେ ମୁସ୍କିଲ୍‌’ ଫିଲ୍ମ ପ୍ରାରମ୍ଭରେ ଉରି ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ଭଟ୍ଟ କହିଛନ୍ତି। ଏହା ସହିତ ଏ ଫିଲ୍ମରୁ ହେବାକୁ ଥିବା ଆୟର ଏକ ଅଂଶ ସେନା ମଙ୍ଗଳ ପାଣ୍ଠିକୁ ଦିଆଯିବ ବୋଲି ସେ କହିଛନ୍ତି।

ଅକ୍ଟୋବର ୨୮ ତାରିଖରେ ‘ଏ ଦିଲ୍ ହେ ମୁସ୍କିଲ୍’ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story