ରାକେଶ ଶର୍ମାଙ୍କ ବାୟୋପିକ୍‌ରେ କାହିଁକି ଅଭିନୟ କରିବେନି ଆମୀର?

ମୁମ୍ବାଇ: ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ ହେଉଛି। ଏହାର ନାଁ ରଖାଯାଇଛି ‘ସାଲୁଟ୍‌’। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମହେଶ ମଥାଇ। ବେଶ୍ ଗୁଡ଼ାଏ ଦିନ ହେବ ଆଲୋଚନା ହେଉଥିଲା ଯେ ରାକେଶ ଶର୍ମାଙ୍କ ଭୂମିକାରେ ଆମୀର ଖାନ୍ ଅଭିନୟ କରିବେ। ଏପରିକି ସିଦ୍ଧାର୍ଥ ରାୟଙ୍କ ସହ ମିଶି ଆମୀର ନିଜେ ମଧ୍ୟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେବେ। କିନ୍ତୁ ଏବେ ମିଳିଛି କିଛି ଅଲଗା ଖବର। […]

aamir

aamir

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 08:33 AM IST

Sports

Latest News

ମୁମ୍ବାଇ: ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ ହେଉଛି। ଏହାର ନାଁ ରଖାଯାଇଛି ‘ସାଲୁଟ୍‌’। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମହେଶ ମଥାଇ। ବେଶ୍ ଗୁଡ଼ାଏ ଦିନ ହେବ ଆଲୋଚନା ହେଉଥିଲା ଯେ ରାକେଶ ଶର୍ମାଙ୍କ ଭୂମିକାରେ ଆମୀର ଖାନ୍ ଅଭିନୟ କରିବେ। ଏପରିକି ସିଦ୍ଧାର୍ଥ ରାୟଙ୍କ ସହ ମିଶି ଆମୀର ନିଜେ ମଧ୍ୟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେବେ। କିନ୍ତୁ ଏବେ ମିଳିଛି କିଛି ଅଲଗା ଖବର।

ମିଳିଥିବା ସୂଚନା ଅନୁଯାୟୀ, ଆମୀର ଏବେ ଆଉ ଏହି ପ୍ରୋଜେକ୍ଟର ଅଂଶ ନୁହଁନ୍ତି। ସେ ଏଥିରେ ସାମିଲ ହେବେ ନାହିଁ। ଜୀବନର ଆସନ୍ତା ୧୦ ବର୍ଷ ସେ ନିଜ ହୋମ୍ ପ୍ରଡକ୍ସନ ଫିଲ୍ମଗୁଡ଼ିକୁ ହିଁ ସମୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

‘ଠଗ୍‌ସ ଅଫ୍ ହିନ୍ଦୁସ୍ତାନ’ର ସୁଟିଂ ଶେଷ ହେବା ପରେ ଆମୀର ‘ସାଲୁଟ୍‌’ରେ କାମ ଆରମ୍ଭ କରିବେ ବୋଲି ପୂର୍ବରୁ ଆଲୋଚନା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story