କ୍ୟାନସର-ପୀଡ଼ିତ ହଲିଉଡ୍ ଅଭିନେତା ଲୋକଙ୍କ ଶୁଭକାମନା ମାଗିଲେ

ଲସ୍‌ ଏଞ୍ଜେଲସ୍‌: ଲୋକପ୍ରିୟ ଆମେରିକୀୟ ଅଭିନେତା ଓ ଟିଭି ହୋଷ୍ଟ୍‌ କାମେରନ୍‌ ମାଥିସନ୍‌ କିଡ୍‌ନୀ କ୍ୟାନସରରେ ପୀଡ଼ିତ ଅଛନ୍ତି। ଆଜି ତାଙ୍କର ସର୍ଜରୀ ହେବ। ଏଥିପାଇଁ ହଲମାର୍କ ଚ୍ୟାନେଲ୍‌ର ହୋଷ୍ଟ କାମେରନ୍‌ କ୍ୟାନସର୍‌କୁ ନେଇ ଇନଷ୍ଟାଗ୍ରାମ୍‌ରେ ଏକ ଭାବବିହ୍ୱଳପୂର୍ଣ୍ଣ ପୋଷ୍ଟ ଶେଆର୍ କରିବା ସହିତ ପ୍ରଶଂସକଙ୍କ ଶୁଭକାମନା ମାଗିଛନ୍ତି। ଏହି ପୋଷ୍ଟରେ କାମେରନ୍‌ ଲେଖିଛନ୍ତି, ‘ମୁଁ କ୍ୟାନସରଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ଯାହା ବିଷୟରେ ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି। ଏପରି ଅନେକ କାରଣ ରହିଛି, […]

kkkk

kkkk

Puspanjali Panda
  • Published: Thursday, 12 September 2019
  • Updated: 12 September 2019, 02:26 PM IST

Sports

Latest News

ଲସ୍‌ ଏଞ୍ଜେଲସ୍‌: ଲୋକପ୍ରିୟ ଆମେରିକୀୟ ଅଭିନେତା ଓ ଟିଭି ହୋଷ୍ଟ୍‌ କାମେରନ୍‌ ମାଥିସନ୍‌ କିଡ୍‌ନୀ କ୍ୟାନସରରେ ପୀଡ଼ିତ ଅଛନ୍ତି। ଆଜି ତାଙ୍କର ସର୍ଜରୀ ହେବ। ଏଥିପାଇଁ ହଲମାର୍କ ଚ୍ୟାନେଲ୍‌ର ହୋଷ୍ଟ କାମେରନ୍‌ କ୍ୟାନସର୍‌କୁ ନେଇ ଇନଷ୍ଟାଗ୍ରାମ୍‌ରେ ଏକ ଭାବବିହ୍ୱଳପୂର୍ଣ୍ଣ ପୋଷ୍ଟ ଶେଆର୍ କରିବା ସହିତ ପ୍ରଶଂସକଙ୍କ ଶୁଭକାମନା ମାଗିଛନ୍ତି।

ଏହି ପୋଷ୍ଟରେ କାମେରନ୍‌ ଲେଖିଛନ୍ତି, ‘ମୁଁ କ୍ୟାନସରଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ଯାହା ବିଷୟରେ ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି। ଏପରି ଅନେକ କାରଣ ରହିଛି, ଯେଉଁଥିପାଇଁ ମୁଁ ସୋଶାଲ ମିଡିଆକୁ ପସନ୍ଦ କରିଥାଏ। ଏହା ମାଧ୍ୟମରେ ମୁଁ ସମସ୍ତଙ୍କ ସହିତ ଯୋଡ଼ି ହୋଇ ରହିବା ସହିତ ମଜାଦାର ଅନୁଭବ ଶେଆର୍ କରିଥାଏ। କିନ୍ତୁ ଏଥର ମୁଁ ଆପଣ ସମସ୍ତଙ୍କର ସାହାଯ୍ୟ ମାଗୁଛି।

ଗତ ୧ ମାସ ପୂର୍ବରୁ ମୁଁ ଏମ୍‌ଆର୍‌ଆଇ କରିଥିଲି। ଯେଉଁଥିରେ ଜଣାପଡ଼ିଥିଲା ଯେ ମୋର ଡ଼ାହାଣପଟ କିଡ୍‌ନୀରେ ଟ୍ୟୁମର ହୋଇଛି। କିନ୍ତୁ ଭଲ କଥା ହେଉଛି, ଏହି ଟ୍ୟୁମର ଶରୀରର ଅନ୍ୟ କୌଣସି ଅଂଶକୁ ଏପର୍ଯ୍ୟନ୍ତ ବ୍ୟାପି ନାହିଁ। ଡାକ୍ତରଙ୍କ କହିବା ଅନୁସାରେ ଏହି ଟ୍ୟୁମର ମୋ ଶରୀରରେ ୧୦ ବର୍ଷ ଧରି ବୃଦ୍ଧି ପାଉଥିଲା। ମୁଁ ଭାଗ୍ୟବାନ୍‌ ଯେ ମୋତେ ଏ ବିଷୟରେ ଶୀଘ୍ର ଜଣାପଡ଼ିଲା।’

https://www.instagram.com/p/B2Ot4mZAUyP/?utm_source=ig_web_copy_link

କାମେରନ୍‌ ଆହୁରି ମଧ୍ୟ ଲେଖିଛନ୍ତି , ‘ମୋର ସର୍ଜରୀ ୧୨ ସେପ୍ଟେମ୍ୱରରେ ହେବ ଏବଂ ଏପରି ଅବସ୍ଥାରେ ଆପଣମାନଙ୍କ ସ୍ନେହ, ପ୍ରେମ ଓ ଆଶୀର୍ବାଦର ଆବଶ୍ୟକତା ରହିଛି। ଧନ୍ୟବାଦ।’

କାମେରନ୍‌ଙ୍କର ଏହି ପୋଷ୍ଟ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଖବର ଶୁଣି ତାଙ୍କର ଫ୍ୟାନ୍ସମାନେ ଗଭୀର ଦୁଃଖପ୍ରକାଶ କରିବା ସହିତ ତାଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଯାଉ ବୋଲି କାମନା କରିଛନ୍ତି।

କାମେରନ୍‌ ମାଥିସନ୍‌ ହଲିଉଡ୍‌ ଶୋ’ ‘ଅଲ୍‌ ମାଇଁ ଚିଲଡ୍ରେନ୍‌’ରେ ରେୟାନ୍‌ ଲାଭେରୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ସେ ୧୪ ବର୍ଷ ପର୍ଯ୍ୟନ୍ତ ଏହି ଶୋ’ର ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ‘୫୪’ ଓ ‘ୱାଶଡ୍‌ ଅପ୍‌’ ପରି ଫିଲ୍ମରେ ମଧ୍ୟ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story