ଏବେ କ’ଣ କରୁଛନ୍ତି ମିଥୁନଙ୍କ ପ୍ରଥମ ପତ୍ନୀ?

ମୁମ୍ବାଇ: ନିଜ ଅଭିନୟ ଦକ୍ଷତା ଯୋଗୁଁ ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି ମିଥୁନ ଚକ୍ରବର୍ତ୍ତୀ। ତାଙ୍କୁ କୁହାଯାଏ ଡିସ୍କୋ ଡ୍ୟାନ୍‌ସର। ଅନ୍ୟ ଷ୍ଟାରଙ୍କ ଭଳି ନିଜ ପ୍ରଫେସ୍‌ନାଲ ଓ ପର୍ସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହନ୍ତି ମିଥୁନ୍‌। ଏ କଥା ତ ସମସ୍ତେ ଜାଣନ୍ତି ଯେ ମିଥୁନ୍ ଦୁଇ ଥର ବାହା ହୋଇଛନ୍ତି। ପ୍ରଥମ ପତ୍ନୀଙ୍କ ସହିତ ତାଙ୍କର ଛାଡ଼ପତ୍ର ହୋଇସାରିଛି। ତାଙ୍କ ନାଁ ହେଲେନା ଲ୍ୟୁକ୍‌। ୭୦ ଦଶକରେ ଫେସନ୍‌ […]

mithun

mithun

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 07:02 PM IST

Sports

Latest News

ମୁମ୍ବାଇ: ନିଜ ଅଭିନୟ ଦକ୍ଷତା ଯୋଗୁଁ ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି ମିଥୁନ ଚକ୍ରବର୍ତ୍ତୀ। ତାଙ୍କୁ କୁହାଯାଏ ଡିସ୍କୋ ଡ୍ୟାନ୍‌ସର। ଅନ୍ୟ ଷ୍ଟାରଙ୍କ ଭଳି ନିଜ ପ୍ରଫେସ୍‌ନାଲ ଓ ପର୍ସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହନ୍ତି ମିଥୁନ୍‌। ଏ କଥା ତ ସମସ୍ତେ ଜାଣନ୍ତି ଯେ ମିଥୁନ୍ ଦୁଇ ଥର ବାହା ହୋଇଛନ୍ତି। ପ୍ରଥମ ପତ୍ନୀଙ୍କ ସହିତ ତାଙ୍କର ଛାଡ଼ପତ୍ର ହୋଇସାରିଛି। ତାଙ୍କ ନାଁ ହେଲେନା ଲ୍ୟୁକ୍‌। ୭୦ ଦଶକରେ ଫେସନ୍‌ ଜଗତରେ ଲ୍ୟୁକ୍‌ ବେଶ୍‌ ନାଁ କରିଥିଲେ। ପ୍ରସିଦ୍ଧ ଅଭିନେତ୍ରୀ ସାରିକାଙ୍କ ସହିତ ବ୍ରେକ୍‌ ଅପ୍ ପରେ ମିଥୁନ୍‌ ଲ୍ୟୁକ୍‌ଙ୍କ ପ୍ରେମରେ ପଡ଼ିଥିଲେ। ୧୯୭୯ରେ ସେମାନେ ବାହା ହୋଇଥିଲେ। ତେବେ ବାହାଘରର ଚାରି ମାସ ପରେ ମିଥୁନ୍ ପଡ଼ିଗଲେ ଯୋଗିତା ବାଲିଙ୍କ ପ୍ରେମରେ। ମିଥୁନ୍‌ଙ୍କ ନୂଆ ଆଫାୟାର ସଂପର୍କରେ ଲ୍ୟୁକ୍‌ ଜାଣିବା ପରେ ଭାଙ୍ଗି ପଡ଼ିଥିଲେ ଏବଂ ମିଥୁନଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ମିଥୁନଙ୍କୁ ଛାଡ଼ପତ୍ର ଦେବା ପରେ ସେ ଦେଶ ଛାଡ଼ି ଦେଇଥିଲେ। ସେବେଠାରୁ ସେ ନ୍ୟୁୟର୍କରେ ରହୁଛନ୍ତି। ଅର୍ଥ ସମସ୍ୟା ଯୋଗୁଁ ଏବେ ବି ସେ କାମ କରୁଛନ୍ତି। ସେ ଡେଲ୍‌ଟା ଏୟାରଲାଇନ୍ସରେ ପାଇଲଟ୍‌ ଆଟେଣ୍ଡାଣ୍ଟର କାର୍ଯ୍ୟ କରୁଛନ୍ତି।

୧୯୮୦ରେ ‘ଜୁଦାଇ’ ଫିଲ୍ମ ଜରିଆରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଲ୍ୟୁକ୍‌। ଏଥିରେ ସେ ସାଇଡ୍ ରୋଲ୍‌ କରିଥିଲେ। ତଥାପି ଲୋକଙ୍କ ନଜରକୁ ଆସିଥିଲେ। ଜୁଦାଇ ପରେ ସେ ଆଉ ତିନିଟି ଫିଲ୍ମ କରିଥିଲେ। ତେବେ ଫିଲ୍ମରେ ତାଙ୍କୁ ବିଶେଷ ସଫଳତା ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story