ପ୍ରକୃତିଙ୍କୁ ମିଳିଲା ନୂଆ ନାଁ ‘ଦେବ୍ୟାନୀ’: କେଉଁଠି ଓ କେମିତି ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ପ୍ରକୃତି ମିଶ୍ର ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଏକ ହିନ୍ଦୀ ଧାରାବାହିକରେ। ଏହି ସୋ’ଟି ଏକ ଜାତୀୟ ଘରୋଇ ଟିଭି ଚ୍ୟାନେଲ ‘ଷ୍ଟାର ଭାରତରେ’ ପ୍ରସାରିତ ହେବ। ସୋ’ଟିର ନାଁ ହେଉଛି ‘ଜୟ କହ୍ନେୟା ଲାଲ୍ କି’। ଏଥିରେ ପ୍ରକୃତି ଏକ ନେଗେଟିଭ୍ ରୋଲ୍‌ରେ ନଜର ଆସିବେ। ଏଥିରେ ତାଙ୍କର ନାଁ ହୋଇଛି ‘ଦେବ୍ୟାନୀ’। ସୂଚନା ଅନୁଯାୟୀ, ପ୍ରକୃତି ବର୍ଷେ ହେଲା ମୁମ୍ବାଇରେ ନିଜ କ୍ୟାରିୟର ପାଇଁ ଷ୍ଟ୍ରଗଲ […]

prakrutimishra

prakrutimishra

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 06:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ପ୍ରକୃତି ମିଶ୍ର ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଏକ ହିନ୍ଦୀ ଧାରାବାହିକରେ। ଏହି ସୋ’ଟି ଏକ ଜାତୀୟ ଘରୋଇ ଟିଭି ଚ୍ୟାନେଲ ‘ଷ୍ଟାର ଭାରତରେ’ ପ୍ରସାରିତ ହେବ। ସୋ’ଟିର ନାଁ ହେଉଛି ‘ଜୟ କହ୍ନେୟା ଲାଲ୍ କି’। ଏଥିରେ ପ୍ରକୃତି ଏକ ନେଗେଟିଭ୍ ରୋଲ୍‌ରେ ନଜର ଆସିବେ। ଏଥିରେ ତାଙ୍କର ନାଁ ହୋଇଛି ‘ଦେବ୍ୟାନୀ’।

ସୂଚନା ଅନୁଯାୟୀ, ପ୍ରକୃତି ବର୍ଷେ ହେଲା ମୁମ୍ବାଇରେ ନିଜ କ୍ୟାରିୟର ପାଇଁ ଷ୍ଟ୍ରଗଲ କରୁଥିଲେ। ତେବେ ଏତେ ପରିଶ୍ରମ ପରେ ତାଙ୍କୁ ତାଙ୍କ ମନ ମୁତାବକ ରୋଲ ମିଳି ପାରିଛି।

ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏହା ତାଙ୍କର ପ୍ରଥମ ସୋ’। ଏ ସମ୍ପର୍କରେ ପ୍ରକୃତି ନିଜେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ପ୍ରକୃତିଙ୍କ ପାଇଁ ଏହା ନୂଆ ନୁହଁ ପୂର୍ବରୁ ସେ ବଲିଉଡ ଫିଲ୍ମ ‘କୌନ୍ କିତନେ ପାନି ମେ ହୈ’ର ଏକ ଫେଷ୍ଟିଭାଲ ଗୀତ କରିଥିଲେ। ପ୍ରକୃତି ଓଡ଼ିଶାର ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ତୁଳସୀ’ରେ ଜଣେ ଚାଇଲ୍ଡ୍ ଆର୍ଟିଷ୍ଟ ଭାବେ ଡେବ୍ୟୁ କରିଥିଲେ। ସେ ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ‘ଥୁକୁଲ୍‌’ରେ ଲିଡ୍ ରୋଲ୍‌ରେ ଅଭିନୟ କରିଥିଲେ। ପ୍ରକୃତି ୨୦୧୨ରେ ମିସ୍‌ ଓଡ଼ିଶା ସମ୍ମାନ ପାଇଥିଲେ। ଜାତୀୟ ଘରୋଇ ଚ୍ୟାନେଲ ଜି-ଟିଭିରେ ପ୍ରସାରିତ ରିୟାଲିଟି ସୋ’ ‘ଇଣ୍ଡିଆସ୍ ବେଷ୍ଟ ସିନେ ଷ୍ଟାର କି ଖୋଜ୍’ରେ ମଧ୍ୟ ସେ  ଭାଗ ନେଇଥିଲେ। ବାସ୍ ଦେଖିବା ବାକି ରହିଲା ଯେ ପ୍ରକୃତି ଜାତୀୟ ସ୍ତରରେ ଦର୍ଶକଙ୍କ ମନ ଜିଣିପାରୁଛନ୍ତି କି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story