ପତ୍ନୀଙ୍କଠାରୁ ପବ୍ଲିକ ପ୍ଲେସ୍‌ରେ ମାଡ଼ ଖାଇଛନ୍ତି ଏହିସବୁ ଅଭିନେତା

ପତିପତ୍ନୀଙ୍କ ମଧ୍ୟରେ କଥା କଟାକଟି ଏକ ସାଧାରଣ କଥା। ଏଥିରୁ ବଲିଉଡ୍‌ ତାରକାମାନେ ବାଦ୍‌ ପଡ଼ିବେ କିପରି? ବଲିଉଡ୍‌ରେ ଏପରି କିଛି ତାରକା ଅଛନ୍ତି ଯେଉଁମାନେ ସମସ୍ତଙ୍କ ସମ୍ମୁଖରେ ନିଜ ପତ୍ନୀଙ୍କ ଠାରୁ ମାଡ଼ ଖାଇଛନ୍ତି।  ଆସନ୍ତୁ ଜାଣିବା ସେହି ଅଭିନେତାମାନଙ୍କ ସଂପର୍କରେ। ଇମ୍ରାନ ହାସମି: ବଲିଉଡ୍‌ରେ ସିରିୟଲ କିସର ଭାବେ ପରିଚିତ  ଇମ୍ରାନ ହାସ୍‌ମି ନିଜେ ଏହି କଥାକୁ ସ୍ୱୀକାର କରିଛନ୍ତି।  ଇମ୍ରାନଙ୍କ ପତ୍ନୀ ପରବିନ ସାହାନୀ ତାଙ୍କର ପ୍ରତ୍ୟେକ ଫିଲ୍ମର ସ୍କ୍ରିନିଂରୁ ବାହାରିବା ମାତ୍ରେ […]

lll

lll

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 01:16 PM IST

Sports

Latest News

ପତିପତ୍ନୀଙ୍କ ମଧ୍ୟରେ କଥା କଟାକଟି ଏକ ସାଧାରଣ କଥା। ଏଥିରୁ ବଲିଉଡ୍‌ ତାରକାମାନେ ବାଦ୍‌ ପଡ଼ିବେ କିପରି? ବଲିଉଡ୍‌ରେ ଏପରି କିଛି ତାରକା ଅଛନ୍ତି ଯେଉଁମାନେ ସମସ୍ତଙ୍କ ସମ୍ମୁଖରେ ନିଜ ପତ୍ନୀଙ୍କ ଠାରୁ ମାଡ଼ ଖାଇଛନ୍ତି।  ଆସନ୍ତୁ ଜାଣିବା ସେହି ଅଭିନେତାମାନଙ୍କ ସଂପର୍କରେ।

ଇମ୍ରାନ ହାସମି: ବଲିଉଡ୍‌ରେ ସିରିୟଲ କିସର ଭାବେ ପରିଚିତ  ଇମ୍ରାନ ହାସ୍‌ମି ନିଜେ ଏହି କଥାକୁ ସ୍ୱୀକାର କରିଛନ୍ତି।  ଇମ୍ରାନଙ୍କ ପତ୍ନୀ ପରବିନ ସାହାନୀ ତାଙ୍କର ପ୍ରତ୍ୟେକ ଫିଲ୍ମର ସ୍କ୍ରିନିଂରୁ ବାହାରିବା ମାତ୍ରେ ଇମ୍ରାନଙ୍କ ଗାଲକୁ ଚାପୁଡ଼ା ମାରିଥାଆନ୍ତି।

ସୁଶାନ୍ତ ସିଂ ରାଜପୁତ : ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଥରେ ତାଙ୍କୁ ଫୋନ ମାଗିଥିଲେ ଏବଂ ଫୋନ ରେକର୍ଡସ୍‌ ଦେଖିବା ମାତ୍ରେ ପବ୍ଲିକ ପ୍ଲେସ୍‌ରେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ଲଗାଇଥିଲେ ।

ଅକ୍ଷୟ କୁମାର: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କୁ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ସମସ୍ତଙ୍କ ସାମନାରେ ହୋଟେଲ ଲମ୍ୱି ଠାରେ ଏକ ଚାପୁଡା ମାରିଥିଲେ। ଏପରି ମାଡ଼ ପଛରେ  ପ୍ରିୟଙ୍କା ଚୋପ୍ରାଙ୍କ ସହ ଅକ୍ଷୟଙ୍କର ଚାଲିଥିବା ଆଫେୟାର ଏକମାତ୍ର କାରଣ ବୋଲି କୁହାଯାଏ।

କରଣ ସିଂ ଗ୍ରୋଭର: କରଣଙ୍କୁ ତାଙ୍କର ପୂର୍ବପତ୍ନୀ  ଜେନିଫର ବିଂଗେଟ ଥରେ ସର୍ବସାଧାରଣରେ ଚାପୁଡା ମାରିଥିଲେ। ଅନ୍ୟ କାହା ସହିତ କରଣଙ୍କ ସଂପର୍କ ଥିବା କଥାକୁ ନେଇ ପ୍ରଥମେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଜେନିଫର କରଣଙ୍କୁ ଚାପୁଡ଼ା ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story