ଅଦା ଶର୍ମାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଡ୍ୟାନ୍ସ୍‌ ଭିଡିଓ।  ଭିଡିଓରେ ଅଦାଙ୍କୁ ୟେଲୋ କଲର୍‌ ଶାଢୀ ପିନ୍ଧି ଠୁମ୍‌କା ଲଗାଉଥିବା ଦେଖିବାକୁ ମିଳିଛି।  ପୂର୍ବରୁ ଅଦା ନିଜର ବହୁ ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି। କେତେବେଳେ ସେ ନିଜ ଜେଜେ ମା’ଙ୍କ ସହ ଠୁମ୍‌କା ଲଗାଇଛନ୍ତି ତ ଆଉ କେତେବେଳେ ଦେଶୀ ଅନ୍ଦାଜରେ କସରତ୍‌ କରିଥିବାର ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି। https://www.instagram.com/p/BovnYIeHlJR/?utm_source=ig_web_copy_link ‘କିକି ଚ୍ୟାଲେଞ୍ଜ’ ଗୀତରେ ତାଙ୍କ […]

ada

ada

Chinmayee Roy
  • Published: Sunday, 14 October 2018
  • Updated: 14 October 2018, 02:06 PM IST

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଡ୍ୟାନ୍ସ୍‌ ଭିଡିଓ।  ଭିଡିଓରେ ଅଦାଙ୍କୁ ୟେଲୋ କଲର୍‌ ଶାଢୀ ପିନ୍ଧି ଠୁମ୍‌କା ଲଗାଉଥିବା ଦେଖିବାକୁ ମିଳିଛି।  ପୂର୍ବରୁ ଅଦା ନିଜର ବହୁ ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି। କେତେବେଳେ ସେ ନିଜ ଜେଜେ ମା'ଙ୍କ ସହ ଠୁମ୍‌କା ଲଗାଇଛନ୍ତି ତ ଆଉ କେତେବେଳେ ଦେଶୀ ଅନ୍ଦାଜରେ କସରତ୍‌ କରିଥିବାର ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି।

https://www.instagram.com/p/BovnYIeHlJR/?utm_source=ig_web_copy_link

'କିକି ଚ୍ୟାଲେଞ୍ଜ' ଗୀତରେ ତାଙ୍କ ଡ୍ୟାନ୍ସ୍‌ ଭିଡିଓ ପୂର୍ବରୁ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ଏଥର ଅଦା ଶେୟାର୍‌ କରିଥିବା ତାଙ୍କ ନୂଆ ଭିଡିଓରେ ସେ ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ଫିଲ୍ମ ‘ହସି ତୋ ଫସି’ର ‘ଶେକ୍‌ ଇଟ୍‌ ଲାଇକ୍‌ ସମୀ’ ଗୀତରେ ଡ୍ୟାନ୍ସ୍ କରିଛିନ୍ତି। ଏହି ଡ୍ୟାନ୍ସ ପାଇଁ ତାଙ୍କୁ ଢେର୍‌ ପ୍ରଶଂସା ମଧ୍ୟ ମିଳୁଛି। ଅଦା ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି, ‘ଏହି ଭିଡିଓ ଭଳି ମୁଁ ଆଗକୁ ଆହୁରି ଅନେକ ଭିଡିଓ ଶେୟାର୍‌ କରିବି। ଏହା ଫାଇନାଲ୍‌ ଭିଡିଓ ନୁହେଁ। ଏହା ରିହର୍ସଲ୍‌ର ଭିଡିଓ। ମୁଁ ଷ୍ଟେଜ୍‌କୁ ଯିବା ପୂର୍ବରୁ ନିଜ ରୁମ୍‌ରେ ଡ୍ୟାନ୍ସ କରି ସେଥିରେ ଥିବା ଭୁଲଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କରେ।’

ବର୍ତ୍ତମାନ ଅଦା ତାଙ୍କର ଅପ୍‌କମିଂ ଫିଲ୍ମ ‘କୋମାଣ୍ଡୋ-୩’ର  ଶୁଟିଂରେ ବ୍ୟସ୍ତ ଅଛନ୍ତି।

https://www.instagram.com/p/Blu5RuzgAPf/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story