‘ପାକିସ୍ତାନୀମାନେ ମୌଳିକ ଓ ବୌଦ୍ଧିକ ସ୍ତରରେ ଦୁର୍ବଳ’

ମୁମ୍ୱାଇ: ଗାୟକ ତଥା ସଙ୍ଗୀତକାର ଅଦନାନ୍‌ ସାମୀ ପୁଣି ଥରେ ପାକିସ୍ତାନୀଙ୍କୁ କଟାକ୍ଷ କରିଛନ୍ତି। ପାକିସ୍ତାନୀମାନେ ଗ୍ରାମାଟିକାଲି (ବ୍ୟାକରଣ ସ୍ତରରେ) ମୌଳିକ ଓ ବୌଦ୍ଧିକ ଭାବରେ ଦୁର୍ବଳ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି। ପ୍ରକୃତ କଥା ହେଲା ଟ୍ୱିଟରରେ ଜଣେ ୟୁଜର୍‌ ଅଦନାନ୍‌ ସାମୀଙ୍କୁ ପ୍ରଶ୍ନ କରିଥିଲେ ଯେ କାହିଁକି ଅଧିକାଂଶ ପାକିସ୍ତାନୀ ‘ଇଣ୍ଡିଆ’କୁ ‘ଏଣ୍ଡିଆ’ ଓ ‘ମୋଦି’କୁ ‘ମୁଦି’ ବୋଲି କହୁଛନ୍ତି ? Because they are grammatically, morally & intellectually challenged.😄 […]

sami

sami

Puspanjali Panda
  • Published: Saturday, 28 September 2019
  • Updated: 28 September 2019, 03:20 PM IST

Sports

Latest News

ମୁମ୍ୱାଇ: ଗାୟକ ତଥା ସଙ୍ଗୀତକାର ଅଦନାନ୍‌ ସାମୀ ପୁଣି ଥରେ ପାକିସ୍ତାନୀଙ୍କୁ କଟାକ୍ଷ କରିଛନ୍ତି। ପାକିସ୍ତାନୀମାନେ ଗ୍ରାମାଟିକାଲି (ବ୍ୟାକରଣ ସ୍ତରରେ) ମୌଳିକ ଓ ବୌଦ୍ଧିକ ଭାବରେ ଦୁର୍ବଳ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି।

ପ୍ରକୃତ କଥା ହେଲା ଟ୍ୱିଟରରେ ଜଣେ ୟୁଜର୍‌ ଅଦନାନ୍‌ ସାମୀଙ୍କୁ ପ୍ରଶ୍ନ କରିଥିଲେ ଯେ କାହିଁକି ଅଧିକାଂଶ ପାକିସ୍ତାନୀ ‘ଇଣ୍ଡିଆ’କୁ ‘ଏଣ୍ଡିଆ’ ଓ ‘ମୋଦି’କୁ ‘ମୁଦି’ ବୋଲି କହୁଛନ୍ତି ?

https://twitter.com/AdnanSamiLive/status/1177282345063329792

ଏହାର ଜବାବରେ ପାକିସ୍ତାନୀମାନେ ବୌଦ୍ଧିକ ସ୍ତରରେ ଦୁର୍ବଳ ବୋଲି ସେ କଟାକ୍ଷ କରି କହିଛନ୍ତି। ତେବେ ପାକିସ୍ତାନକୁ କଟାକ୍ଷ କରିବା ତାଙ୍କ ପାଇଁ ନୂଆ କଥା ନୁହେଁ। ଟ୍ୱିଟରରେ ସର୍ବଦା ଅଦନାନ୍‌ଙ୍କ ରାଷ୍ଟ୍ରୀୟତା ନେଇ ପାକିସ୍ତାନୀ ୟୁଜରମାନେ ଟ୍ରୋଲ୍‌ କରିଥା’ନ୍ତି। ଅଦନାନ୍‌ ବ୍ରିଟେନ୍‌ରେ ଜନ୍ମ ହୋଇଥିଲେ। ପାକିସ୍ତାନର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଏହା ପୂର୍ବରୁ ଅଦନାନ୍‌ କାନାଡ଼ାର ନାଗରିକ ଥିଲେ। ୨୦୧୬ରେ ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ।

କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସୋଶାଲ ମିଡିଆରେ ଅଦନାନ୍‌ଙ୍କୁ ଆକ୍ଷେପ କରାଯାଇଥିଲା। ଯାହାର ଜବାବ ଦେଇ ସେ କହିଥିଲେ, ‘ପାକିସ୍ତାନୀମାନେ ନିଜେ ତାଙ୍କ ଜୀବନକୁ ସମସ୍ୟାରେ ପକାଇଛନ୍ତି। ପାକିସ୍ତାନ ସେନା ଯୁଦ୍ଧ କରିବା ପାଇଁ ଲୋକଙ୍କୁ ଉସୁକାଉଛି। ଏପରିକି ସେନା ଲୋକତନ୍ତ୍ର ଓ ପାକିସ୍ତାନୀଙ୍କ ମାନସିକତାକୁ ମଧ୍ୟ ନଷ୍ଟ କରିଛି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story