ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତକାଲି ଗ୍ରହଣ କରିଛନ୍ତି ସମ୍ମାନଜନକ ‘ଫାଷ୍ଟ ଲେଡିଜ୍‌ ଆୱାର୍ଡ’। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ବ୍ୟତୀତ ପୃଥକ ପୃଥକ କ୍ଷେତ୍ରରେ କାମ କରି ସୁନାମ ଅର୍ଜନ କରିଥିବା ଅନ୍ୟ ୧୧୧ ଜଣ ମହିଳାଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବାୟୋକାନର ମ୍ୟାନେଜିଙ୍ଗ ଡାଇରେକ୍ଟର କିରଣ ମଜୁମ୍‌ଦାର, ଭାରତର ପ୍ରଥମ […]

aish

aish

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 12:24 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତକାଲି ଗ୍ରହଣ କରିଛନ୍ତି ସମ୍ମାନଜନକ ‘ଫାଷ୍ଟ ଲେଡିଜ୍‌ ଆୱାର୍ଡ’। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ବ୍ୟତୀତ ପୃଥକ ପୃଥକ କ୍ଷେତ୍ରରେ କାମ କରି ସୁନାମ ଅର୍ଜନ କରିଥିବା ଅନ୍ୟ ୧୧୧ ଜଣ ମହିଳାଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସେମାନଙ୍କ ମଧ୍ୟରେ ଅଛନ୍ତି ବାୟୋକାନର ମ୍ୟାନେଜିଙ୍ଗ ଡାଇରେକ୍ଟର କିରଣ ମଜୁମ୍‌ଦାର, ଭାରତର ପ୍ରଥମ ଅଟୋ ଡ୍ରାଇଭର ଶିଲା ଦାୱରେ, ଭାରତର ସବୁଠୁ କମ୍‌ ବୟସର ତଥା ଜମ୍ମୁ କାଶ୍ମୀରର ପ୍ରଥମ ମହିଳା ପାଇଲଟ ଆୟେଶା ଅଜିଜ ଓ କାଶ୍ମୀରର ପ୍ରଥମ ମହିଳା ଆଇପିଏସ୍‌ ରୁବେଦା ସଲମ୍‌।

tweet2

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story