ରୂପେଲି ପରଦାରେ ରିଲିଜ ହୋଇଛି ବ୍ୟୟ ବହୁଳ ଫିଲ୍ମ ବାହୁବଳୀ

ମୁମ୍ୱାଇ: ଆଜି ରିଲିଜ ହୋଇଛି ଚର୍ଚ୍ଚିତ ଫିଲ୍ମ ବାହୁବଳୀ। ଭାରତୀୟ ଫିଲ୍ମ ଇତିହାସରେ ଏହା ସବୁଠୁ ହାଇ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, ରାଣା ଡାଗୁବଟୀ, ତମ୍ମନା ଏବଂ ଅନୁଷ୍କା ସେଟ୍ଟୀ। ଏକାସଙ୍ଗେ ତେଲୁଗୁ ଓ ତାମିଲରେ ନିର୍ମିତ ହୋଇଥିବା ଏହି ଫିଲ୍ମ ହିନ୍ଦି ଓ ମାଲାୟାଲାମରେ ମଧ୍ୟ ଡବ୍ ହୋଇଛି। ଏସ୍.ଏସ୍.ରାଜାଣୌଲି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ହିନ୍ଦୀ ଭର୍ସନର ପ୍ରଯୋଜନା କରିଛନ୍ତି କରନ୍ ଜୋହର୍। ଫିଲ୍ମର ହିନ୍ଦୀ ଭର୍ସନରେ […]

merge-1

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 07:59 AM IST

ମୁମ୍ୱାଇ: ଆଜି ରିଲିଜ ହୋଇଛି ଚର୍ଚ୍ଚିତ ଫିଲ୍ମ ବାହୁବଳୀ। ଭାରତୀୟ ଫିଲ୍ମ ଇତିହାସରେ ଏହା ସବୁଠୁ ହାଇ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, ରାଣା ଡାଗୁବଟୀ, ତମ୍ମନା ଏବଂ ଅନୁଷ୍କା ସେଟ୍ଟୀ। ଏକାସଙ୍ଗେ ତେଲୁଗୁ ଓ ତାମିଲରେ ନିର୍ମିତ ହୋଇଥିବା ଏହି ଫିଲ୍ମ ହିନ୍ଦି ଓ ମାଲାୟାଲାମରେ ମଧ୍ୟ ଡବ୍ ହୋଇଛି। ଏସ୍.ଏସ୍.ରାଜାଣୌଲି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ହିନ୍ଦୀ ଭର୍ସନର ପ୍ରଯୋଜନା କରିଛନ୍ତି କରନ୍ ଜୋହର୍। ଫିଲ୍ମର ହିନ୍ଦୀ ଭର୍ସନରେ ମୋଟ ୭ଟି ଟ୍ରାକ୍ ଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ଜାତୀୟ ପୁରସ୍କାର ପାଇଥିବା ସଙ୍ଗୀତ ନିଦ୍ଦେର୍ଶକ ଏମ୍.ଏମ୍. କୀରାୱାନୀ।

Related story